କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭଦ୍ରକ (ତପନ ସ୍ୱାଇଁ): ପଲଙ୍କରେ ବସିଛନ୍ତି ଗୁରୁମା। ଶିଷ୍ୟମାନେ ହଳଦୀ ପାଣିରେ ତାଙ୍କର ଗୋଡ଼ ଧୋଇ ଦେଇ ବନ୍ଦନା କରିଛନ୍ତି। ଆଉ ଗୁରୁମା’ ଶିଷ୍ୟମାନଙ୍କୁ ଉପହାର ଦେଉଛନ୍ତି। ଆଜି ଏପରି ଢ଼ଙ୍ଗରେ ଗୁରୁମାଆଙ୍କୁ ପୂଜାର୍ଚ୍ଚନା କରି କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏହା ଭଦ୍ରକ ଜିଲ୍ଲା ଏରେଇଁ ପଞ୍ଚାୟତର ବିଶାଣୀ ଖରଦା ଗାଁରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ଦୀର୍ଘ ଦିନ ଧରି ବିଶାଣୀ ଖରଦା ଗାଁରେ ବାସ କରିଆସୁଛନ୍ତି ୩୦ରୁ ଊର୍ଦ୍ଧ୍ୱ କିନ୍ନର। […]

kinnars-observe-savitri-puja-in-baleswar3

Manoranjan Sial
  • Published: Monday, 03 June 2019
  • Updated: 03 June 2019, 07:35 PM IST

Sports

Latest News

ଭଦ୍ରକ (ତପନ ସ୍ୱାଇଁ): ପଲଙ୍କରେ ବସିଛନ୍ତି ଗୁରୁମା। ଶିଷ୍ୟମାନେ ହଳଦୀ ପାଣିରେ ତାଙ୍କର ଗୋଡ଼ ଧୋଇ ଦେଇ ବନ୍ଦନା କରିଛନ୍ତି। ଆଉ ଗୁରୁମା’ ଶିଷ୍ୟମାନଙ୍କୁ ଉପହାର ଦେଉଛନ୍ତି। ଆଜି ଏପରି ଢ଼ଙ୍ଗରେ ଗୁରୁମାଆଙ୍କୁ ପୂଜାର୍ଚ୍ଚନା କରି କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏହା ଭଦ୍ରକ ଜିଲ୍ଲା ଏରେଇଁ ପଞ୍ଚାୟତର ବିଶାଣୀ ଖରଦା ଗାଁରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।

ଦୀର୍ଘ ଦିନ ଧରି ବିଶାଣୀ ଖରଦା ଗାଁରେ ବାସ କରିଆସୁଛନ୍ତି ୩୦ରୁ ଊର୍ଦ୍ଧ୍ୱ କିନ୍ନର। ସେମାନଙ୍କ ମଧ୍ୟରୁ ୧୨ରୁ ଅଧିକ କିନ୍ନର ଆଜି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଭଦ୍ରକ କିନ୍ନର ସମାଜର ଗୁରୁମା ଶ୍ରାବଣୀ କିନ୍ନରଙ୍କୁ ତାଙ୍କ ଝିଅ ମାନୀ କିନ୍ନର,ଚେଲା ଶ୍ରୀୟା କିନ୍ନର, ସୁନୀତା, ପାୟଲ, ବର୍ଷା, ଲକ୍ଷ୍ମୀ, ମେନକା, ରଜନୀ, ଖସୀ, ମାଧବୀ, ବନ୍ୟା ଓ ମାଧୁରୀ ପୂଜା କରି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।

ରୀତିନୀତି ଅନୁସାରେ କିନ୍ନରମାନେ ନୂଆ ଶାଢ଼ି, ଶଙ୍ଖା ଓ ସିନ୍ଦୂର ପୂଜା କରି ତାକୁ ପରିଧାନ କରିଛନ୍ତି। ଏହା ପରେ ଗୁରୁମାଆ ଶ୍ରାବଣୀ କିନ୍ନରଙ୍କୁ ପଲଙ୍କରେ ବସାଇ ପୂଜା କରିଛନ୍ତି।

ପୂଜା ପରେ ସେମାନେ ସାରା ଦିନ ଉପବାସ ରହିଛନ୍ତି। ଗୁରୁମାଆଙ୍କ ଦୀର୍ଘ ଜୀବନ କାମନା କରିବାକୁ ଏହିଁ ପୂଜା କରାଯାଇଛି ବୋଲି କିନ୍ନରମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story