ମାଓବାଦୀଙ୍କୁ ଖାତିର ନକରି ଲାଲ ଅଞ୍ଚଳରେ ବୁଲିଲେ ଜିଲ୍ଲାପାଳ

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାପାଳ ଅନୁପମ ସାହାଙ୍କ ସରପ୍ରାଇଜ ଭିଜିଟ୍। ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଅଚାନକ ଗସ୍ତ କରିଛନ୍ତି। ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା ଭଳି ସମ୍ବେଦନଶୀଳ ଅଞ୍ଚଳ ବୁଲିଥିଲେ। ପ୍ରଥମେ ଜିଲ୍ଲାପାଳ ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତ ଡୁମାଡଙ୍ଗର ନିକଟରେ ଅଧପନ୍ତରିଆ ପୋଲ ନିକଟରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଗତ ଦୁଇ ତିନି ବର୍ଷ ହେଲା ଏହି ସେତୁ ଅଧପନ୍ତରିଆ ହୋଇପଡିଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧା […]

koraput collecter in naxal aria

koraput collecter in naxal aria

Rakesh Mallick
  • Published: Thursday, 04 January 2018
  • Updated: 04 January 2018, 10:55 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାପାଳ ଅନୁପମ ସାହାଙ୍କ ସରପ୍ରାଇଜ ଭିଜିଟ୍। ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଅଚାନକ ଗସ୍ତ କରିଛନ୍ତି। ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା ଭଳି ସମ୍ବେଦନଶୀଳ ଅଞ୍ଚଳ ବୁଲିଥିଲେ। ପ୍ରଥମେ ଜିଲ୍ଲାପାଳ ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତ ଡୁମାଡଙ୍ଗର ନିକଟରେ ଅଧପନ୍ତରିଆ ପୋଲ ନିକଟରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

ଗତ ଦୁଇ ତିନି ବର୍ଷ ହେଲା ଏହି ସେତୁ ଅଧପନ୍ତରିଆ ହୋଇପଡିଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଥିଲା। ସେଥିପାଇଁ ଜିଲ୍ଲାପାଳ, ପୂର୍ତ୍ତବିଭାଗ ଅଧିକାରୀଙ୍କୁ ସାଥୀରେ ନେଇ ଘଟଣାସ୍ଥଳରେ ପହଞ୍ଚି ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ କାମ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାରମ୍ବାର ଦୁର୍ଘଟଣା ଘଟୁଥିବା କୁମ୍ଭାରୀପୁଟଘାଟିରେ ପହଞ୍ଚି ସ୍ଥିତି ପରଖି ଥିଲେ। ପରେ ଆଲମଣ୍ଡା ନିକଟରେ ନିର୍ମାଣଧୀନ ପୋଲ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ।

ଅନୁପମ ସାହା କହିଛନ୍ତି-“ରାୟଗଡ଼ାରୁ ବନ୍ଧୁଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଏକ ସେତୁ ନିର୍ମାଣ କାର୍ଯ୍ୟ ସରିଛି। ମାତ୍ର ଆପ୍ରୋଚ ରାସ୍ତା କାମ ହୋଇନଥିଲା। ଏଥିପାଇଁ ଅର୍ଥ ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର କାମ ସରିବ।”

https://youtu.be/5Gdmrr0p1XI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story