ଗାଁ ଶ୍ମଶାନରେ ହେଲା କୁନ୍ଦୁଲି ପୀଡ଼ିତାଙ୍କର ପୋଷ୍ଟମର୍ଟମ

କୋରାପୁଟ(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହର ପୋଷ୍ଟମର୍ଟମ ମୂଷାଗୁଡ଼ା ଗାଁ ଶ୍ମଶାନରେ ହୋଇଛି। ସ୍ଥାନୀୟ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଡାକ୍ତରୀଟିମ୍‌ ପୋଷ୍ଟମର୍ଟମ କରୁଛନ୍ତି। ଅନ୍ୟପକ୍ଷରେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୋଷ୍ଟମର୍ଟମ ପରେ ଶବ ସତ୍କାର କରାଯିବ ବୋଲି ଜଣାପଡ଼ିଛି। ସବୁଆଡୁ ନିରାଶ ହେବା ପରେ ଗତକାଲି ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କୁନ୍ଦୁଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ […]

kunduli gang rapr victim death

kunduli gang rapr victim death

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 06:57 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହର ପୋଷ୍ଟମର୍ଟମ ମୂଷାଗୁଡ଼ା ଗାଁ ଶ୍ମଶାନରେ ହୋଇଛି। ସ୍ଥାନୀୟ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଡାକ୍ତରୀଟିମ୍‌ ପୋଷ୍ଟମର୍ଟମ କରୁଛନ୍ତି। ଅନ୍ୟପକ୍ଷରେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୋଷ୍ଟମର୍ଟମ ପରେ ଶବ ସତ୍କାର କରାଯିବ ବୋଲି ଜଣାପଡ଼ିଛି।

ସବୁଆଡୁ ନିରାଶ ହେବା ପରେ ଗତକାଲି ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କୁନ୍ଦୁଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ପରିବାର ଲୋକେ ପୋଷ୍ଟମର୍ଟମ ପାଇଁ ମୃତଦେହ ଛାଡ଼ି ନଥିଲେ। ଆଜି କଂଗ୍ରେସ ନେତା ଓ ଗାଁ ଲୋକେ ମୃତଦେହକୁ ଧରି ଚାଲି ଚାଲି ମୂଷାଗୁଡ଼ା ଗାଁକୁ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story