ଦ୍ୱିତୀୟ ଦିନରେ କୁଶେଇ ସେତୁ ନିର୍ମାଣ କାମ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବେଲବାହାଳିର ବହୁ ଚର୍ଚ୍ଚିତ କୁଶେଇ ସେତୁ ନିର୍ମାଣ କାମ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଗତକାଲି ଭଳି ଆଜି ବିନା ପ୍ରତିରୋଧରେ କାମ ଚାଲିଛି। ସେତୁର ଆପ୍ରୋଚ୍ ରୋଡ୍ କାମ ସୁରୁଖୁରୁରେ ଆଗେଇ ଚାଲିଛି। ସୁରକ୍ଷା ଦୃଷ୍ଟିରୁ ନିର୍ମାଣ ସ୍ଥଳରେ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ସେତୁ ନିର୍ମାଣ କାମ ପାଇଁ ଏନ୍‌ଏଚ୍‌-୨୧୫ରେ ଗାଡ଼ି ଚଳାଚଳରେ କଟକଣା ଜାରି କରାଯାଇଛି। ସୈଲଙ୍ଗ ଛକ ଓ ବରପଦାଠାରେ ଟ୍ରାଫିକ୍ ଡାଇଭର୍ଟ କରାଯାଇଛି। […]

kushei

kushei

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 02:20 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବେଲବାହାଳିର ବହୁ ଚର୍ଚ୍ଚିତ କୁଶେଇ ସେତୁ ନିର୍ମାଣ କାମ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଗତକାଲି ଭଳି ଆଜି ବିନା ପ୍ରତିରୋଧରେ କାମ ଚାଲିଛି। ସେତୁର ଆପ୍ରୋଚ୍ ରୋଡ୍ କାମ ସୁରୁଖୁରୁରେ ଆଗେଇ ଚାଲିଛି। ସୁରକ୍ଷା ଦୃଷ୍ଟିରୁ ନିର୍ମାଣ ସ୍ଥଳରେ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ସେତୁ ନିର୍ମାଣ କାମ ପାଇଁ ଏନ୍‌ଏଚ୍‌-୨୧୫ରେ ଗାଡ଼ି ଚଳାଚଳରେ କଟକଣା ଜାରି କରାଯାଇଛି। ସୈଲଙ୍ଗ ଛକ ଓ ବରପଦାଠାରେ ଟ୍ରାଫିକ୍ ଡାଇଭର୍ଟ କରାଯାଇଛି।

ସେତୁ ନିର୍ମାଣକୁ ଗ୍ରାମବାସୀ ବିରୋଧ କରୁଥିବାରୁ ସେମାନଙ୍କ ସହ ଆଲୋଚନା ପରେ ଗତକାଲିଠାରୁ କାମ ଆରମ୍ଭ ହୋଇଥିଲା।

ଆସନ୍ତା ୨୩ ତାରିଖରେ କୋର୍ଟରେ ସେତୁ ନିର୍ମାଣ ପ୍ରସଙ୍ଗରେ ଶୁଣାଣି ହେବ। ସେ ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ସ୍ଥାନୀୟ ଲୋକେ ଦାବି କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story