ନିରଞ୍ଜନଙ୍କ ପ୍ରଶ୍ନ: ଆମେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲୁ, ଆଉ କେହି ଯାଇଥିଲେ କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଦିନକୁ ଦିନ ରାଜନୀତି ତେଜିବାରେ । ଆଜି ବିଜେପି ଯାଜପୁର ବନ୍ଦ ପାଳନ କରିଥିବା ବେଳେ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ଆମର ସେଠାକାର ଯିଏ ପ୍ରାର୍ଥୀ ଥିଲେ ସେ ୨୦୦-୩୦୦ ଲୋକଙ୍କୁ ନେଇ ସ୍ପଟ୍‌କୁ ଯାଇଥିଲେ। ଏପରିକି ସ୍ମଶାନ ପର୍ଯ୍ୟନ୍ତ କଂଗ୍ରେସ ଦଳ ଯାଇଛି ବୋଲି ନିରଞ୍ଜନ କହିଛନ୍ତି। ଆଉ କୌଣସି ଦଳ […]

niranjan-750x430

niranjan-750x430

Tapas Behera
  • Published: Monday, 21 October 2019
  • Updated: 21 October 2019, 06:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଦିନକୁ ଦିନ ରାଜନୀତି ତେଜିବାରେ । ଆଜି ବିଜେପି ଯାଜପୁର ବନ୍ଦ ପାଳନ କରିଥିବା ବେଳେ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ଆମର ସେଠାକାର ଯିଏ ପ୍ରାର୍ଥୀ ଥିଲେ ସେ ୨୦୦-୩୦୦ ଲୋକଙ୍କୁ ନେଇ ସ୍ପଟ୍‌କୁ ଯାଇଥିଲେ। ଏପରିକି ସ୍ମଶାନ ପର୍ଯ୍ୟନ୍ତ କଂଗ୍ରେସ ଦଳ ଯାଇଛି ବୋଲି ନିରଞ୍ଜନ କହିଛନ୍ତି। ଆଉ କୌଣସି ଦଳ ସ୍ପଟକୁ ଯାଇଥିଲେ କି ପ୍ରଶ୍ନ କରିଛନ୍ତି ନିରଞ୍ଜନ।

ଆମ କଂଗ୍ରେସ ଦଳର ଲୋକେ ସ୍ପଟକୁ ଯାଇଛନ୍ତି। ତାଙ୍କ ଘରକୁ ଯାଇଛନ୍ତି। ଏସ୍‌ପିଙ୍କ ଆଗରେ ସବୁ କଥା ଜଣାଇଛନ୍ତି।  ସେଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମଧ୍ୟ କରାଯାଇଛି। ଏସ୍‌ପିଙ୍କ ବୟାନ ପରେ ପୁଣି ଥରେ ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନିରଞ୍ଜନ କହିଛନ୍ତି ଯେ, ଏସପି ଯେଉଁ ବୟାନ ଦେଇଛନ୍ତି ସେଥିରେ ବହୁ ଲୋକଙ୍କର ସନ୍ଦେହ ପ୍ରକାଶ ପାଉଛି। ତାଙ୍କ ବୟାନ୍‌ ସତ ହୋଇଥାଇପାରେ। ହେଲେ ସାଧାରଣ ଲୋକଙ୍କ ସନ୍ଦେହ ହେଉଛି।  ନିରଞ୍ଜନ ଆହୁରି ପ୍ରଶ୍ନ କରିଛନ୍ତି ଯେ, ସେ ଗେଷ୍ଟ ହାଉସ୍‌ କାହାର ? ସରପଞ୍ଚ ସ୍ୱାମୀଙ୍କର ନା ରାମକୋ କମ୍ପାନୀର।

ସରପଞ୍ଚଙ୍କ ସ୍ୱାମୀ ତାଙ୍କୁ ସେଠାକୁ ନେଇଥିଲେ କାହିଁକି ?  ଯଦି ସ୍ମିତାରାଣୀ ଆତ୍ମହତ୍ୟା କରିବାର ଥିଲା ସେ ଜାଗାକୁ କାହିଁକି ନିଷ୍ପତ୍ତି ନେଲେ ? ତେଣୁ ସେ ଗେଷ୍ଟ ହାଉସ୍‌ରେ ଏମିତି କିଛି ଘଟିଛି ଯେଉଁଥିପାଇଁ ଭଦ୍ର ମହିଳା ଜଣକ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଛନ୍ତି।  ତେଣୁ ଏ ସମ୍ପୂର୍ଣ୍ଣ ଘଟଣା ଉପରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ବୋଲି ନିରଞ୍ଜନ କହିଛନ୍ତି।

https://youtu.be/gPHog5Ajn0Q

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story