ହତ୍ୟା ମାମଲା ନା ପରକୀୟା ପ୍ରୀତିର ତଦନ୍ତ କରୁଥିଲେ ଏସ୍‌ପି: ଲେଖାଶ୍ରୀ

ଯାଜପୁର (ଓଡ଼ିଶା ରିପୋର୍ଟର) ଯାଜପୁର ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଏସପିଙ୍କ ସହ ବିଜେଡି ଓ ବିଜେପିକୁ କଂଗ୍ରେସର ଟାର୍ଗେଟ।  ବିଜେଡି-ବିଜେପି କ୍ରିମିନାଲଙ୍କୁ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।  ପୂର୍ବରୁ ଅଭିଯୁକ୍ତଙ୍କ ସହ ଅରୁଣ ସାହୁ, ପ୍ରଣବ ବଳବନ୍ତରାୟଙ୍କ ଫଟୋ ମିଳିଥିଲା, ହେଲେ ଏବେ ବିଜେପି ବରିଷ୍ଠ ନେତା ସଜ୍ଜନ ଶର୍ମା ଓ ବିଜେପି ମହିଳା ନେତ୍ରୀଙ୍କ ଫଟୋ ଅଭିଯୁକ୍ତଙ୍କ ସହ […]

bjp1-1

bjp1-1

Tapas Behera
  • Published: Sunday, 20 October 2019
  • Updated: 20 October 2019, 04:09 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର) ଯାଜପୁର ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଏସପିଙ୍କ ସହ ବିଜେଡି ଓ ବିଜେପିକୁ କଂଗ୍ରେସର ଟାର୍ଗେଟ।  ବିଜେଡି-ବିଜେପି କ୍ରିମିନାଲଙ୍କୁ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।  ପୂର୍ବରୁ ଅଭିଯୁକ୍ତଙ୍କ ସହ ଅରୁଣ ସାହୁ, ପ୍ରଣବ ବଳବନ୍ତରାୟଙ୍କ ଫଟୋ ମିଳିଥିଲା, ହେଲେ ଏବେ ବିଜେପି ବରିଷ୍ଠ ନେତା ସଜ୍ଜନ ଶର୍ମା ଓ ବିଜେପି ମହିଳା ନେତ୍ରୀଙ୍କ ଫଟୋ ଅଭିଯୁକ୍ତଙ୍କ ସହ ମିଳିଛି ବୋଲି କହିଛନ୍ତି ତାରା।

ସେହିପରି ମହିଳାଙ୍କ ମୃତ୍ୟୁ ପରେ ଏସ୍‌ପି ପ୍ରେମ ସମ୍ପର୍କ କହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତାରା। ଏପଟେ ବିଜେପି ମଧ୍ୟ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଏସପି କ୍ଷମତାର ଅପବ୍ୟବହାର କରିଛନ୍ତି ବୋଲି ଅଭିଯୋଗ ଉଠାଇଛି । ଏଥିପାଇଁ ଡିଜିପିଙ୍କୁ ଭେଟି ଯାଜପୁର ଏସ୍‌ପିଙ୍କ ବିରୋଧରେ ଫେରାଦ ହୋଇଛି ବିଜେପି। ଅଭିଯୁକ୍ତ ରୂପେଶଙ୍କ ବୟାନକୁ ପ୍ରେସମିଟ୍‌ରେ ଏସ୍‌ପି ଦୋହରାଇବା ସହ ସେ ହତ୍ୟା ମାମଲାର ନା ପରକୀୟା ପ୍ରୀତିର ତଦନ୍ତ କରୁଥିଲେ ବୋଲି କହିଛନ୍ତି ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ଏଥିସହ ରୂପେଶଙ୍କ ସହ ସଜ୍ଜନ ଶର୍ମାଙ୍କ ଫଟୋ ନେଇ ତାରାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଲେଖାଶ୍ରୀ । କାହା ସହ ଫଟୋ ଉଠାଇଦେଲେ ସମ୍ପର୍କ ପ୍ରମାଣିତ ହୁଏନି  ବରଂ ସେମାନେ ତଥ୍ୟ ପ୍ରମାଣ ଦେଇ ମନ୍ତବ୍ୟ ଦିଅନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ  ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story