କ୍ୟାପିଟାଲ୍ ହସ୍ପିଟାଲର କଳା କାହାଣୀ, ନାଭିକଟା ବାବଦକୁ ଶହେ ଟଙ୍କା ମାଗିଥିଲେ ଦିଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନନୀ ମୁହଁରେ ଯନ୍ତ୍ରଣାର କାହାଣୀ। ଗତକାଲି ରାଜଧାନୀର ବଡ଼ ସରକାରୀ ହସ୍ପିଟାଲ୍ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ସନ୍ତାନ ପ୍ରସବ ପାଇଁ ଆସି ଚରମ ଅବହେଳାର ଶିକାର ହୋଇଥିଲେ। ବ୍ଲଡ୍ ବ୍ୟାଙ୍କ ଫୁଟ୍‌ପାଥ୍‌ରେ ପ୍ରସବ କରିଥିବା ମହିଳା ପାନା ମୁର୍ମୁ ଆଜି ଓଟିଭି ଆଗରେ ବଖାଣିଛନ୍ତି ଛାତିଥରା ଅନୁଭୂତି । ପାନା କହିଛନ୍ତି, ପ୍ରସବ ଯନ୍ତ୍ରଣା ହେବାରୁ ଶୁକ୍ରବାର ରାତି ୮ଟା ଭିତରେ ସେ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇଥିଲେ। ସେଠାରେ ଦାୟିତ୍ୱରେ ଥିବା ଡାକ୍ତର କିନ୍ତୁ ତାଙ୍କର […]

cvb

cvb

Tapas Behera
  • Published: Sunday, 13 October 2019
  • Updated: 13 October 2019, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନନୀ ମୁହଁରେ ଯନ୍ତ୍ରଣାର କାହାଣୀ। ଗତକାଲି ରାଜଧାନୀର ବଡ଼ ସରକାରୀ ହସ୍ପିଟାଲ୍ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ସନ୍ତାନ ପ୍ରସବ ପାଇଁ ଆସି ଚରମ ଅବହେଳାର ଶିକାର ହୋଇଥିଲେ। ବ୍ଲଡ୍ ବ୍ୟାଙ୍କ ଫୁଟ୍‌ପାଥ୍‌ରେ ପ୍ରସବ କରିଥିବା ମହିଳା ପାନା ମୁର୍ମୁ ଆଜି ଓଟିଭି ଆଗରେ ବଖାଣିଛନ୍ତି ଛାତିଥରା ଅନୁଭୂତି ।

ପାନା କହିଛନ୍ତି, ପ୍ରସବ ଯନ୍ତ୍ରଣା ହେବାରୁ ଶୁକ୍ରବାର ରାତି ୮ଟା ଭିତରେ ସେ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇଥିଲେ। ସେଠାରେ ଦାୟିତ୍ୱରେ ଥିବା ଡାକ୍ତର କିନ୍ତୁ ତାଙ୍କର ଚେକ୍ ଅପ୍ କରି ଘଣ୍ଟାଏ ପରେ ଆସିବାକୁ କହିଥିଲେ। ହେଲେ ଯନ୍ତ୍ରଣା ହେଉଥିବାରୁ ସେ ଅଧଘଣ୍ଟା ପରେ ପୁଣି ଡାକ୍ତରଙ୍କ ପାଖକୁ ଆସିବାରୁ ଦିଦି କୁଆଡ଼େ ତାଙ୍କୁ ଡାକ୍ତରଙ୍କୁ ଦେଖା ନକରେଇ ଫେରେଇ ଦେଇଥିଲେ।

ହେଲେ ଯନ୍ତ୍ରଣା ପ୍ରବଳ ହେବାରୁ ପ୍ରଥମେ ସେ ସେଇଠି ବସିପଡ଼ିଥିଲେ। ଏହା ପରେ ଜଣେ ସଂପର୍କୀୟଙ୍କ ସହାୟତାରେ ହସ୍ପିଟାଲ୍‌ରୁ ଫେରୁଥିବା ବେଳେ ବ୍ଲଡ୍‌ବ୍ୟାଙ୍କ ପାଖ ଫୁଟ୍‌ପାଥ୍ ପାଖରେ ହିଁ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ଏହାପରେ ପୁଲିସ୍ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଆଉ ସେଠି ବି କୁଆଡ଼େ ଜଣେ ଦିଦି ତାଙ୍କୁ ନାଭିକଟା ବାବଦକୁ ଶହେ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ କରିଛନ୍ତି।

ମହିଳା ଜଣକ ତେବେ ଜନନୀ ଯନ୍ତ୍ରଣାର ଏ ଦୃଶ୍ୟ ଭାଇରାଲ୍ ହେବା ପରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଗତକାଲି କହିଥିଲେ ପ୍ରସବ ପାଇଁ ଟାଇମ୍ ହୋଇନଥିବାରୁ ତାଙ୍କୁ ଟିକେଟ୍ ଆଣିବାକୁ ପଠାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story