ଏଣିକି ଉଭୟ ପତି ଓ ପତ୍ନୀଙ୍କ ନାଁରେ ଜମି ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଜମିଜମା ମାଲିକାନା ସ୍ୱତ୍ୱ ଉଭୟ ପତି ଓ ପତ୍ନୀଙ୍କ ନାଁରେ ରେକର୍ଡ କରାଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ କ୍ଷେତ୍ରାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସିଲିଂ ବର୍ହିଭୂତ ଜମି, ଲିଜ୍ ସୂତ୍ରରେ ମିଳିଥିବା ଚାଷଜମି ଓ ଘରବାଡ଼ି ଜମିକୁ ଉଭୟ ପତି ଓ ପତ୍ନୀଙ୍କ ନାମରେ ରେକର୍ଡ କରାଯିବ। ବିରୋଧୀ ଦଳ ମୁଖ୍ୟ […]

Manoranjan Sial
  • Published: Thursday, 18 July 2019
  • , Updated: 18 July 2019, 08:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଜମିଜମା ମାଲିକାନା ସ୍ୱତ୍ୱ ଉଭୟ ପତି ଓ ପତ୍ନୀଙ୍କ ନାଁରେ ରେକର୍ଡ କରାଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ କ୍ଷେତ୍ରାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି।

ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସିଲିଂ ବର୍ହିଭୂତ ଜମି, ଲିଜ୍ ସୂତ୍ରରେ ମିଳିଥିବା ଚାଷଜମି ଓ ଘରବାଡ଼ି ଜମିକୁ ଉଭୟ ପତି ଓ ପତ୍ନୀଙ୍କ ନାମରେ ରେକର୍ଡ କରାଯିବ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମାର୍ଣ୍ଡି ଏହା କହିଛନ୍ତି।

Related story