ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପୋଲିସ୍‌ର ସନ୍ଧାନୀ କୁକୁର ଆହତ

ରାୟଗଡ଼ା: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟର ପ୍ରତିବାଦରେ ଆଜି ମାଓବାଦୀମାନେ ଓଡ଼ିଶା ସମେତ ୫ଟି ରାଜ୍ୟରେ ବନ୍ଦ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ହାଟମୁନିଗୁଡ଼ା ନିକଟରେ ଲ୍ୟାଣ୍ଡମାଇନ୍ ଠାବ କରାଯାଇଥିଲା। ଲ୍ୟାଣ୍ଡମାଇନ୍ ଖଞ୍ଜା ଯାଇଥିବା ଖବର ପାଇ ମୁନିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରାଯାଉଥିବା ବେଳେ ବିସ୍ପୋରଣ ଘଟିଥିଲା। ଏଥିରେ ସନ୍ଧାନୀ କୁକୁର ଆହତ ହୋଇଥିବା ଜଣାପଡ଼ିଛି। ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସ୍ଥାନ ନିକଟରେ ମାଓବାଦୀମାନେ ବ୍ୟାନର ମଧ୍ୟ ଲଗାଇଥିଲେ।

landmine

landmine

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 12:36 PM IST

Sports

Latest News

ରାୟଗଡ଼ା: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟର ପ୍ରତିବାଦରେ ଆଜି ମାଓବାଦୀମାନେ ଓଡ଼ିଶା ସମେତ ୫ଟି ରାଜ୍ୟରେ ବନ୍ଦ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ହାଟମୁନିଗୁଡ଼ା ନିକଟରେ ଲ୍ୟାଣ୍ଡମାଇନ୍ ଠାବ କରାଯାଇଥିଲା। ଲ୍ୟାଣ୍ଡମାଇନ୍ ଖଞ୍ଜା ଯାଇଥିବା ଖବର ପାଇ ମୁନିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରାଯାଉଥିବା ବେଳେ ବିସ୍ପୋରଣ ଘଟିଥିଲା। ଏଥିରେ ସନ୍ଧାନୀ କୁକୁର ଆହତ ହୋଇଥିବା ଜଣାପଡ଼ିଛି।

ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସ୍ଥାନ ନିକଟରେ ମାଓବାଦୀମାନେ ବ୍ୟାନର ମଧ୍ୟ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story