ଟଙ୍କା ପାଇଁ ମୃତ୍ୟୁ ସାଉଁଟା, ବିପଦରେ ବି ଚାଲିଛି ଅଫୁଟା ଗୋଳା ସଂଗ୍ରହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ରତଟରେ ଘନ ଘନ କମାଣର ଗର୍ଜନ। ଗୋଳା ବାରୁଦ ଆଉ ରକେଟ୍‌ର ଖେଳ। ମାଇଲ୍ ମାଇଲ୍ ଦୂର ଯାଏ ଟାର୍ଗେଟ୍, ଛାତିଥରା ବିସ୍ଫୋରଣ। ଏହା ଯୁଦ୍ଧ ନୁହେଁ, ଯୁଦ୍ଧ ପାଇଁ ଯୁଦ୍ଧାସ୍ତ୍ର ପ୍ରସ୍ତୁତିର ଦୃଶ୍ୟ। ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପ୍ରୁଫ୍ ଆଣ୍ଡ ଏଷ୍ଟାବ୍ଲିସ୍‌ମେଣ୍ଟ (ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର)ରେ ସେନାରେ ସାମିଲ ହେବା ପୂର୍ବରୁ ପ୍ରତିବର୍ଷ ପରୀକ୍ଷଣ ହୁଏ ୨୦ରୁ ୨୫ ହଜାର ଯୁଦ୍ଧାସ୍ତ୍ର। ହେଲେ ପରୀକ୍ଷଣ ସମୟରେ ହେଉ କିମ୍ବା […]

life-in-dangerous-situation

life-in-dangerous-situation

Manoranjan Sial
  • Published: Friday, 01 November 2019
  • Updated: 01 November 2019, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ରତଟରେ ଘନ ଘନ କମାଣର ଗର୍ଜନ। ଗୋଳା ବାରୁଦ ଆଉ ରକେଟ୍‌ର ଖେଳ। ମାଇଲ୍ ମାଇଲ୍ ଦୂର ଯାଏ ଟାର୍ଗେଟ୍, ଛାତିଥରା ବିସ୍ଫୋରଣ। ଏହା ଯୁଦ୍ଧ ନୁହେଁ, ଯୁଦ୍ଧ ପାଇଁ ଯୁଦ୍ଧାସ୍ତ୍ର ପ୍ରସ୍ତୁତିର ଦୃଶ୍ୟ। ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପ୍ରୁଫ୍ ଆଣ୍ଡ ଏଷ୍ଟାବ୍ଲିସ୍‌ମେଣ୍ଟ (ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର)ରେ ସେନାରେ ସାମିଲ ହେବା ପୂର୍ବରୁ ପ୍ରତିବର୍ଷ ପରୀକ୍ଷଣ ହୁଏ ୨୦ରୁ ୨୫ ହଜାର ଯୁଦ୍ଧାସ୍ତ୍ର। ହେଲେ ପରୀକ୍ଷଣ ସମୟରେ ହେଉ କିମ୍ବା ପରେ ପେଟପାଟଣା ଦାୟରେ ସ୍ଥାନୀୟ ଅନେକ ଲୋକଙ୍କ ପାଇଁ ବିପଦ ଡାକି ଆଣିଛି। ଯାହାର ନଜିର ତୁଣ୍ଡୁରା ଗାଁରେ ଦେଖିବାକୁ ମିଳିଛି।

ତୁଣ୍ଡୁରା ଗାଁର ସୁରେନ୍ଦ୍ର ଦଳେଇଙ୍କ ବଡ଼ ପୁଅ ସୁକୁମାର। ପରୀକ୍ଷଣ ସମୟରେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି କଟକଣା ଥିବା ସତ୍ତ୍ୱେ ୩ ବର୍ଷ ତଳେ ସମୁଦ୍ରକୁ ମାଛମାରିବାକୁ ଯାଇଥିଲେ। ଆଉ ଫେରି ନଥିଲେ। ସୁକୁମାର ମାଛ ମାରିବା ବେଳେ ତାଙ୍କରି ପାଖରେ ଏକ ଗୋଳା ପଡ଼ିଲା। ଆଉ ଚାଲିଗଲା ଜୀବନ। ଖାଲି ସୁକୁମାର ନୁହନ୍ତି, ବାରଣ ସତ୍ତ୍ୱେ ଲୋଭଗ୍ରସ୍ତ ହୋଇ ପରୀକ୍ଷଣ ପରେ ଏଠିସେଠି ପଡୁଥିବା ବ୍ୟବହୃତ ଗୋଳାର ଅଂଶବିଶେଷ ସାଉଁଟି ବିପଦକୁ ଡାକିଆଣନ୍ତି ଅଞ୍ଚଳବାସୀ। କାରଣ ଅନେକ ସମୟରେ ଅଫୁଟା ଅଂଶବିଶେଷକୁ ଗୋଟେଇବା ବେଳେ ହଠାତ୍ ଫୁଟି ବିପଦକୁ ଡାକିଆଣେ।

ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରେ ପିନାକ ରକେଟ୍‌ ନେଇ ଟ୍ୟାଙ୍କରେ ବ୍ୟବହୃତ ଆମିନ୍ୟୁସନ, ଗ୍ରେନେଡ୍‌ର ରୀତିମତ ପରୀକ୍ଷଣ ହୁଏ। ସେଥିପାଇଁ ଚାନ୍ଦିପୁରରୁ ଇଞ୍ଚୁଡ଼ି ଯାଏ ବ୍ୟାପ୍ତ ୧୯ କିଲୋମିଟର ବେଳାଭୂମି ଓ ସମୁଦ୍ର ଭିତରକୁ ୩ କିଲୋମିଟର ଯାଏ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଅଫୁଟା ଯୁଦ୍ଧାସ୍ତ୍ରକୁ ନଧରିବା ପାଇଁ ଅନେକ ସମୟରେ ଗୋଳାବାରୁଦ ସୁରକ୍ଷା ସଚେତନତା ଶିବିର କରାଯାଉଛି। ଏହା ସତ୍ତ୍ୱେ ମଧ୍ୟ ପେଟପାଟଣା ପାଇଁ ଅନେକ ସମୁଦ୍ରକୂଳିଆ ଲୋକ ଅଫୁଟା ଅଂଶକୁ ସ୍କ୍ରାପ୍‌ ଦରରେ ବିକି ଦି ପଇସା ପାଇବା ଆଶାରେ ସାଉଁଟୁଛନ୍ତି ବିପଦକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story