ବିଲରେ କାମ କରୁଥିବା ବେଳେ ଟଳିପଡ଼ିଲେ ଦୁଇ ଚାଷୀ

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଥାନା ବେଂତପୁର ଗାଁରେ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ୨ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଚାଷୀ ହେଲେ ବେନ୍ତପୁର ଗାଁର ଗିରୀଶ ବେହେରା (୪୦) ଓ ପ୍ରତାପ ନାୟକ (୩୫)। ଉଭୟ ବିଲରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଛି। ଆଜି ଅନୁଗୋଳ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ତା’ପରେ ବର୍ଷିବା ସହିତ ବଜ୍ରପାତ ହୋଇଥିଲା। ଏହି ସମୟରେ ବିଲରେ କାମ କରୁଥିବା […]

lightning-take-two-life-in-angul

lightning-take-two-life-in-angul

Manoranjan Sial
  • Published: Saturday, 24 August 2019
  • Updated: 24 August 2019, 08:58 PM IST

Sports

Latest News

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଥାନା ବେଂତପୁର ଗାଁରେ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ୨ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଚାଷୀ ହେଲେ ବେନ୍ତପୁର ଗାଁର ଗିରୀଶ ବେହେରା (୪୦) ଓ ପ୍ରତାପ ନାୟକ (୩୫)। ଉଭୟ ବିଲରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଛି।

ଆଜି ଅନୁଗୋଳ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ତା’ପରେ ବର୍ଷିବା ସହିତ ବଜ୍ରପାତ ହୋଇଥିଲା। ଏହି ସମୟରେ ବିଲରେ କାମ କରୁଥିବା ବେଳେ ଗିରୀଶ ଓ ପ୍ରତାପଙ୍କ ମୃତ୍ୟୁ ଘଟିଛି।

ରାଜ୍ୟରେ ଦିନକୁ ଦିନ ବଜ୍ରପାତ ଘାତକ ହେଉଛି। ବଜ୍ରାଘାତରେ ୨୦୧୫-୧୬ ମସିହାରେ ୪୦୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୧୬-୧୭ରେ ୪୦୦, ୨୦୧୭-୧୮ରେ ୪୬୫, ୨୦୧୮-୧୯ରେ ୩୩୦ଜଣ ଓ ୨୦୧୯-୨୦ରେ ଏଯାଏଁ ୧୫୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି ବଜ୍ରାଘାତ। ତେବେ ଖୋଲା ବିଲରେ କାମ କରୁଥିବା ଚାଷୀଙ୍କ ପାଇଁ ବଜ୍ରପାତ ଘାତକ ହେଉଥିବାରୁ ପ୍ରଶାସନର ଚିନ୍ତା ବଢିଛି। କେବଳ ଆଗୁଆ ସତର୍କତା ଦ୍ୱାରା ହିଁ ବଜ୍ରାଘାତ ମୃତ୍ୟୁକୁ ରୋକା ଯାଇପାରିବ ବୋଲି କୁହାଯାଉଛି। ସେଥିଲାଗି ତ୍ୱରିତ ବେଗରେ ସୂଚନା ଦେବା ପାଇଁ ରାଜ୍ୟର ୬ଟି ସ୍ଥାନରେ ଲାଇଟେନିଂ ସେନସର ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story