ଘାତକ ସାଜୁଛି ବଜ୍ରପାତ, ଚଳିତବର୍ଷ ନେଲାଣି ୧୫୦ରୁ ଅଧିକ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୃତ୍ୟୁର ଦୂତସାଜି ଆସୁଛି ବଜ୍ରପାତ। ଆଗୁଆ ସତର୍କ ସୂଚନା ସତ୍ତ୍ୱେ ରୋକି ହେଉନି ମୃତ୍ୟୁ। ଖାସ୍ କରି ବଜ୍ରାଘାତର ଶିକାର ହେଉଛନ୍ତି ବିଲରେ କାମ କରିବାକୁ ଯାଉଥିବା ଚାଷୀ। ୨୦୧୯-୨୦ ମସିହାରେ ଏଯାଏଁ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ବଜ୍ରାଘାତରେ ୨୦୧୫-୧୬ ମସିହାରେ ୪୦୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୧୬-୧୭ରେ ୪୦୦, ୨୦୧୭-୧୮ରେ ୪୬୫, ୨୦୧୮-୧୯ରେ ୩୩୦ଜଣ ଓ ୨୦୧୯-୨୦ରେ ଏଯାଏଁ ୧୫୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି ବଜ୍ରାଘାତ। […]

lightning-take-150-life-this-year-in-odisha

Manoranjan Sial
  • Published: Friday, 23 August 2019
  • Updated: 23 August 2019, 08:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୃତ୍ୟୁର ଦୂତସାଜି ଆସୁଛି ବଜ୍ରପାତ। ଆଗୁଆ ସତର୍କ ସୂଚନା ସତ୍ତ୍ୱେ ରୋକି ହେଉନି ମୃତ୍ୟୁ। ଖାସ୍ କରି ବଜ୍ରାଘାତର ଶିକାର ହେଉଛନ୍ତି ବିଲରେ କାମ କରିବାକୁ ଯାଉଥିବା ଚାଷୀ। ୨୦୧୯-୨୦ ମସିହାରେ ଏଯାଏଁ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

ବଜ୍ରାଘାତରେ ୨୦୧୫-୧୬ ମସିହାରେ ୪୦୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୧୬-୧୭ରେ ୪୦୦, ୨୦୧୭-୧୮ରେ ୪୬୫, ୨୦୧୮-୧୯ରେ ୩୩୦ଜଣ ଓ ୨୦୧୯-୨୦ରେ ଏଯାଏଁ ୧୫୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି ବଜ୍ରାଘାତ। ତେବେ ଖୋଲା ବିଲରେ କାମ କରୁଥିବା ଚାଷୀଙ୍କ ପାଇଁ ବଜ୍ରପାତ ଘାତକ ହେଉଥିବାରୁ ପ୍ରଶାସନର ଚିନ୍ତା ବଢିଛି। କେବଳ ଆଗୁଆ ସତର୍କତା ଦ୍ୱାରା ହିଁ ବଜ୍ରାଘାତ ମୃତ୍ୟୁକୁ ରୋକା ଯାଇପାରିବ ବୋଲି କୁହାଯାଉଛି। ସେଥିଲାଗି ତ୍ୱରିତ ବେଗରେ ସୂଚନା ଦେବା ପାଇଁ ରାଜ୍ୟର ୬ଟି ସ୍ଥାନରେ ଲାଇଟେନିଂ ସେନସର ଲଗାଯାଇଛି। ରାଜ୍ୟର ଯେଉଁ ଅଞ୍ଚଳ ସର୍ବାଧିକ ବଜ୍ରପାତ ପ୍ରବଣ ସେସବୁ ଅଞ୍ଚଳରେ ଆଉଟ୍‌ଡୋର ଆଲର୍ଟ ସିଷ୍ଟମ ଲଗାଇବା ପାଇଁ ଯୋଜନା କରାଯାଉଥିବା ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି।

ଦୁଇଦିନ ତଳେ ବଜ୍ରାଘାତରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏମାନେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story