ଲିଙ୍ଗରାଜ ମନ୍ଦିର ଚୌହଦୀରେ ଆଜି ବୁଲିବ ବୁଲଡୋଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ଚୌହଦୀରେ ଆଜିଠାରୁ ପୁଣି ଆରମ୍ଭ ହେବ ଉଚ୍ଛେଦ ଅଭିଯାନ । ୨ ଦିନର ବିରତି ପରେ ଆଜିଠାରୁ ପୁଣି ବୁଲଡୋଜର ବୁଲିବ । ଗତକାଲି ବୈଠକ ପରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଥିଲେ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯିବ ଏବଂ ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ବ୍ଲୁ ପ୍ରିଣ୍ଟ ସାର୍ବଜନୀନ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି । ସୋମବାର ଲିଙ୍ଗରାଜ ମନ୍ଦିର […]

lingaraj

lingaraj

Niharika Rout
  • Published: Thursday, 12 December 2019
  • Updated: 12 December 2019, 07:55 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ଚୌହଦୀରେ ଆଜିଠାରୁ ପୁଣି ଆରମ୍ଭ ହେବ ଉଚ୍ଛେଦ ଅଭିଯାନ । ୨ ଦିନର ବିରତି ପରେ ଆଜିଠାରୁ ପୁଣି ବୁଲଡୋଜର ବୁଲିବ । ଗତକାଲି ବୈଠକ ପରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଥିଲେ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯିବ ଏବଂ ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ବ୍ଲୁ ପ୍ରିଣ୍ଟ ସାର୍ବଜନୀନ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି ।

ସୋମବାର ଲିଙ୍ଗରାଜ ମନ୍ଦିର ପୂର୍ବ ଏବଂ ଉତ୍ତର ପଟୁ ବିଡିଏ, ବିଏମସିର ଜଏଣ୍ଟ ସ୍କ୍ୱାଡ୍ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା । ତେବେ ମଙ୍ଗଳବାର ଉଚ୍ଛେଦକୁ ବିରୋଧ କରି ରାସ୍ତା ଅବରୋଧ କରିଥିଲେ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା । ଏହାପରେ ଗତକାଲି ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ବୈଠକରେ ଦାବି କରିଥିଲେ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story