ଜାଲରେ ପଡ଼ିଲେ ଦୁଇ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ STF କବ୍‌ଜାରେ ଚୋରା ବନ୍ଧୁକ ବେପାରୀ। ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ୨ ଜଣଙ୍କୁ ଧରିଛି STF। ଦୁଇ ଅଭିଯୁକ୍ତ ହେଲେ ରାକେଶ ଜେନା ଓ ବିକାଶ ବେହେରା। ଦୁହିଁଙ୍କଠାରୁ ୮ଟି ପିସ୍ତଲ ଓ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି। ଜବତ ବନ୍ଧୁକ ମଧ୍ୟରେ ଦୁଇଟି  ୭ ଏମ୍ଏମ୍ ପିସ୍ତଲ ସହ ମାଗାଜିନ, ଗୋଟିଏ ରିଭଲଭର, ୪ଟି ଦେଶୀ ବନ୍ଧୁକ ଓ ଗୋଟିଏ SBML ଏବଂ ଗୋଟିଏ SLR ଗନ ରହିଛି। […]

capital

capital

Manoranjan Sial
  • Published: Friday, 16 October 2020
  • Updated: 16 October 2020, 08:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ STF କବ୍‌ଜାରେ ଚୋରା ବନ୍ଧୁକ ବେପାରୀ। ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ୨ ଜଣଙ୍କୁ ଧରିଛି STF। ଦୁଇ ଅଭିଯୁକ୍ତ ହେଲେ ରାକେଶ ଜେନା ଓ ବିକାଶ ବେହେରା।

ଦୁହିଁଙ୍କଠାରୁ ୮ଟି ପିସ୍ତଲ ଓ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି। ଜବତ ବନ୍ଧୁକ ମଧ୍ୟରେ ଦୁଇଟି  ୭ ଏମ୍ଏମ୍ ପିସ୍ତଲ ସହ ମାଗାଜିନ, ଗୋଟିଏ ରିଭଲଭର, ୪ଟି ଦେଶୀ ବନ୍ଧୁକ ଓ ଗୋଟିଏ SBML ଏବଂ ଗୋଟିଏ SLR ଗନ ରହିଛି।

ଚନ୍ଦକା ଥାନା ଅନ୍ତର୍ଗତ ଦାସପୁର ବ୍ରିଜ ନିକଟରେ ଉଭୟଙ୍କୁ ଧରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଦୁହିଁଙ୍କୁ ଗିରଫ ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଚୋରା ବନ୍ଧୁକ ବେପାରରେ ସାମିଲ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ ଜାରି ରହିଛି। ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଚଢାଉ କରି ବର୍ତ୍ତମାନ ସୁଦ୍ଧା ୧୪ଟି ବନ୍ଧୁକ ସହ ୪୨ ରାଉଣ୍ଡ ଗୁଳି ଜବତ କରିଛି ଏସ୍‌ଟିଏଫ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story