‘ଲୋକଙ୍କ ପାଇଁ ଓଡ଼ିଶାରେ ଲକଡାଉନ୍ ଏକ ଅଭାବନୀୟ ମାନବ ଯନ୍ତ୍ରଣା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ ବିପର୍ଯ୍ୟସ୍ତ କରୋନା ମୁକାବିଲା ନୀତି ଯୋଗୁ ଏବେ ରାଜ୍ୟରେ ଅଭାବନୀୟ ସ୍ଥିତି ଉପୁଜିଛି। ଏହା ଏକ ସ୍ୱାସ୍ଥ୍ୟସେବା ସମସ୍ୟା ନହୋଇ ଗୁୁରୁତର ଆର୍ଥିକ ଦୁଃସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ସମେତ ଅଭାବନୀୟ ମାନବ ଯନ୍ତ୍ରଣା ପାଲଟିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ଓଡ଼ିଶାରେ ‘ଲକଡାଉନ-୫’ ସମ୍ପୂର୍ଣ୍ଣ ଭାବେ ଗରିବ ଓ ଜନସ୍ୱାର୍ଥ ବିରୋଧୀ। କରୋନା […]

Satya Prakash Nayak

Satya Prakash Nayak

Manoranjan Sial
  • Published: Tuesday, 02 June 2020
  • Updated: 02 June 2020, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ ବିପର୍ଯ୍ୟସ୍ତ କରୋନା ମୁକାବିଲା ନୀତି ଯୋଗୁ ଏବେ ରାଜ୍ୟରେ ଅଭାବନୀୟ ସ୍ଥିତି ଉପୁଜିଛି। ଏହା ଏକ ସ୍ୱାସ୍ଥ୍ୟସେବା ସମସ୍ୟା ନହୋଇ ଗୁୁରୁତର ଆର୍ଥିକ ଦୁଃସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ସମେତ ଅଭାବନୀୟ ମାନବ ଯନ୍ତ୍ରଣା ପାଲଟିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ଓଡ଼ିଶାରେ ‘ଲକଡାଉନ-୫’ ସମ୍ପୂର୍ଣ୍ଣ ଭାବେ ଗରିବ ଓ ଜନସ୍ୱାର୍ଥ ବିରୋଧୀ। କରୋନା ମହାମାରୀ ସହ ଲଢୁଥିବା ସମଗ୍ର ବିଶ୍ୱ ଅନ୍‌ଲକିଂ ପ୍ରକ୍ରିୟାକୁ ତ୍ୱରାନିତ କରିବା ଦିଗରେ କାର୍ଯ୍ୟ କରିବା ଆରମ୍ଭ କରୁଥିବାବେଳେ ଓଡ଼ିଶା ସରକାର ଲୋକଙ୍କୁ ଭୟଭୀତ କରାଇ ଲକଡାଉନ୍ ପ୍ରକ୍ରିୟାକୁ ଆହୁରି ଜଟିଳ କରିବା ଆରମ୍ଭ କରିଛନ୍ତି। ଗତ ଜୁନ୍ ୧ ତାରିଖ ଦିନ ରାଜ୍ୟ ସରକାର ଲକଡାଉନ୍ – ୫ ରେ ଯେଉଁ କେତେଗୁଡ଼ିଏ ନୁଆ ସର୍ତ୍ତ ଯୋଡ଼ିଛନ୍ତି, ତାହା ରାଜ୍ୟରେ ଚାଷୀ, ଦିନ ମଜୁରିଆ, ଛୋଟ ବ୍ୟବସାୟୀ,ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ।

ତେଣୁ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ନୀତି ଓ ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ କରିବାକୁ କଂଗ୍ରେସ ଦାବି କରିଛି। ଶ୍ରୀ ନାୟକ କହିଛନ୍ତି ଯେ, ୧୧ଟି ଜିଲ୍ଲାରେ ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ଦୁଇଦିନ ଯେଉଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ତାହାଦ୍ୱାରା ପରିବା ଚାଷୀ ଓ ବ୍ୟବସାୟୀ, ମାଛ ଚାଷୀ, କୁକୁଡ଼ା ଚାଷୀ, ଫଳ ଚାଷୀ ଓ ବ୍ୟବସାୟୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେବେ। ମାସାଧିକ କାଳ କ୍ଷତି ସହିବା ପରେ ଚାଷୀ, ଉଠାଦୋକାନୀ, ପନିପରିବା, ଫଳ, ମାଛ, ମାଂସ ବ୍ୟବସାୟୀ ଟିକେ ଅଂଟା ସଳଖୁ ଥିବାବେଳେ ସରକାରଙ୍କର ସପ୍ତାହକୁ ଦୁଇଦିନିଆ ସଟଡାଉନ୍ ନୀତି ଯୋଗୁଁ ଏମାନଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବ। କରୋନା ବା କୋଭିଡ – ୧୯ ଏକ ସ୍ୱାସ୍ଥ୍ୟ ସେବା ସଂକ୍ରାନ୍ତୀୟ ସମସ୍ୟା ହୋଇଥିବା ବେଳେ ରାଜ୍ୟ ସରକାର ଏଯାଏଁ ଏହାକୁ ସେ ଦିଗରେ ମୁକାବିଲା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

କରୋନା ଏବେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଂଚିଗଲାଣି ବୋଲି ଭାରତରେ ବହୁ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ଗବେଷଣା ପ୍ରତିଷ୍ଠାନ ଆଶଙ୍କା କଲେଣି। ଏଥିରୁ ଜଣାପଡ଼ିଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ୪.୨୦ କୋଟି ଲୋକ ଥିବାବେଳେ ରାଜ୍ୟ ସରକାର ମାତ୍ର ୨ ଲକ୍ଷ ଲୋକଙ୍କର ଟେଷ୍ଟ କରିଛନ୍ତି । ଅଧିକରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ କରାଇ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିଲେ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ଅଧିକ ଟେଷ୍ଟ ନକରି ଜୋର ଜବରଦସ୍ତି ସଟଡାଉନ୍ ଜରିଆରେ ସମଗ୍ର ରାଜ୍ୟବାସୀଙ୍କୁ ଯନ୍ତ୍ରଣା ଦେବାରେ ପଛାଉନାହାନ୍ତି। ଅଧିକ ଟେଷ୍ଟ ହେଲେ ପଇସା ଖର୍ଚ୍ଚ ହେବ, ତେଣୁ ସରକାର ଏଥିପ୍ରତି ଆଗ୍ରହୀ ହେଉନାହାନ୍ତି। ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରୁଛନ୍ତି ଏଥିରୁ ଅଧିକାଂଶ ଶ୍ରମିକ, ଅଟୋଚାଳକ,ଉଠାଦୋକାନୀ, ରିକସା ଚାଳକ, ଜଙ୍ଗଲ ଶ୍ରମିକ, କୃଷି ଶ୍ରମିକ, ଖବରକାଗଜ ହକରୁ ବଂଚିତ ହୋଇଛନ୍ତି ବୋଲି କଂଗ୍ରେସ ନେତା ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ଜିନେଶ ଦାସ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story