ମହାପ୍ରଭୁ ଲୋକନାଥଙ୍କ ପୀଠରେ ଲହଡ଼ି ମାରୁଛି ବର୍ଷା ଜଳ

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଗୁରୁବାରଠାରୁ ଜମି ରହିଛି ବର୍ଷା ଜଳ। ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି ଖେଳୁଥିବା ବେଳେ ଅଗଣା ଓ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି। ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିବାରୁ ଭକ୍ତ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଶିବଲିଙ୍ଗ ରଖି ବାହାରେ ପୂଜା କରାଯାଉଛି। ମନ୍ଦିର ଭିତରକୁ ଯିବା ସମ୍ଭବ ହୋଇପାରୁନାହିଁ। ପ୍ରଶାସନ ପକ୍ଷରୁ ମନ୍ଦିର ମଧ୍ୟରୁ ଜଳନିଷ୍କାସନର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି। ଜଣେ ପଣ୍ଡା […]

puri.jpg,,,,,,,,,,,,

puri.jpg,,,,,,,,,,,,

Tapaswini Nayak
  • Published: Tuesday, 10 September 2019
  • Updated: 10 September 2019, 02:50 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଗୁରୁବାରଠାରୁ ଜମି ରହିଛି ବର୍ଷା ଜଳ। ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି ଖେଳୁଥିବା ବେଳେ ଅଗଣା ଓ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି।

ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିବାରୁ ଭକ୍ତ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଶିବଲିଙ୍ଗ ରଖି ବାହାରେ ପୂଜା କରାଯାଉଛି। ମନ୍ଦିର ଭିତରକୁ ଯିବା ସମ୍ଭବ ହୋଇପାରୁନାହିଁ।

ପ୍ରଶାସନ ପକ୍ଷରୁ ମନ୍ଦିର ମଧ୍ୟରୁ ଜଳନିଷ୍କାସନର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି।

ଜଣେ ପଣ୍ଡା କହିଛନ୍ତି, ଲୋକନାଥ ମନ୍ଦିର ୨୧ ବର୍ଷ ତଳେ ଯାହା ଥିଲା, ଏବେ ସେହି ଅବସ୍ଥାରେ ଅଛି। ଏହାର କୌଣସି ସ୍ଥିତି ଓ ଚିତ୍ର ପରିବର୍ତ୍ତନ ହୋଇନାହିଁ। ଯାହା ବି କିଛି ବି ପରିବର୍ତ୍ତନ ହୋଇଛି, ନିଯୋଗ ତରଫରୁ କରାଯାଇଛି। ସରକାର ପରିବର୍ତ୍ତନ ପାଇଁ ଅନୁମତି ଦେଉ ନାହାନ୍ତି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story