ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ଣଣ ବସ୍ତ ଗାଁର ରବିନ୍ଦ୍ର ନାୟକଙ୍କ ଘରେ ଡକାୟତ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ୬ରୁ ୭ ଜଣ ଡକାୟତ ମୁହଁରେ କପଡ଼ା ବାନ୍ଧିବା ସହ ହାତରେ ବନ୍ଧୁକ ଓ ଭୁଜାଲି ଧରି ରବିନ୍ଦ୍ରଙ୍କ ଘରେ ପଶିଥିଲେ। ଏହାପରେ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଭୁଜାଲିରେ ଆକ୍ରମଣ କରି  ୬ ଭରି ସୁନା ଓ ୮୦ ହଜାର ଟଙ୍କା ଲୁଟି ନେଇଥିଲେ। ଖବର […]

loot

loot

Jyoshna Pradhan
  • Published: Thursday, 29 August 2019
  • Updated: 29 August 2019, 03:00 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ଣଣ ବସ୍ତ ଗାଁର ରବିନ୍ଦ୍ର ନାୟକଙ୍କ ଘରେ ଡକାୟତ ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ବିଳମ୍ୱିତ ରାତିରେ ୬ରୁ ୭ ଜଣ ଡକାୟତ ମୁହଁରେ କପଡ଼ା ବାନ୍ଧିବା ସହ ହାତରେ ବନ୍ଧୁକ ଓ ଭୁଜାଲି ଧରି ରବିନ୍ଦ୍ରଙ୍କ ଘରେ ପଶିଥିଲେ। ଏହାପରେ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଭୁଜାଲିରେ ଆକ୍ରମଣ କରି  ୬ ଭରି ସୁନା ଓ ୮୦ ହଜାର ଟଙ୍କା ଲୁଟି ନେଇଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos