ବନ୍ଧୁକ ଦେଖାଇ ଦୁଇଟି ସ୍ଥାନରୁ ଲୁଟି ନେଲେ ୨୮ ଲକ୍ଷରୁ ଅଧିକ ଟଙ୍କା

କୋଣାର୍କ/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଧୁକ ଦେଖାଇ ଦୁଇଟି ସ୍ଥାନରୁ ଦୁର୍ବୃତ୍ତ ଲୁଟିନେଲେ ୨୮ ଲକ୍ଷରୁ ଅଧିକ ଟଙ୍କା। ଆଜି ଏମିତି ଲୁଟ୍‌ ପୁରୀ ଓ ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁରୀ ଜିଲ୍ଲା ନୟାହାଟ ବନ୍ଧନ ବ୍ୟାଙ୍କର ଦୁଇ ଜଣ କର୍ମଚାରୀ ଏକ କାରରେ ୧୯ ଲକ୍ଷ ୫୦ ହଜାର ଟଙ୍କା ଧରି ନିମାପଡ଼ା ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ନିମାପଡ଼ା […]

loot-in-kanark-and-balasore

loot-in-kanark-and-balasore

Manoranjan Sial
  • Published: Thursday, 28 November 2019
  • Updated: 28 November 2019, 07:05 PM IST

Sports

Latest News

କୋଣାର୍କ/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଧୁକ ଦେଖାଇ ଦୁଇଟି ସ୍ଥାନରୁ ଦୁର୍ବୃତ୍ତ ଲୁଟିନେଲେ ୨୮ ଲକ୍ଷରୁ ଅଧିକ ଟଙ୍କା। ଆଜି ଏମିତି ଲୁଟ୍‌ ପୁରୀ ଓ ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁରୀ ଜିଲ୍ଲା ନୟାହାଟ ବନ୍ଧନ ବ୍ୟାଙ୍କର ଦୁଇ ଜଣ କର୍ମଚାରୀ ଏକ କାରରେ ୧୯ ଲକ୍ଷ ୫୦ ହଜାର ଟଙ୍କା ଧରି ନିମାପଡ଼ା ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ନିମାପଡ଼ା ଚାରିଛକ ଗୋପାଳପୁର ନିକଟରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି କାର୍‌ ଆଗରେ ଛିଡ଼ା କରିଥିଲେ। ପରେ ଦୁର୍ବୃତ୍ତମାନେ କାର୍‌ ଚାଳକଙ୍କ ମୁଣ୍ଡରେ ବନ୍ଧ ଲଗାଇ ପାଖରେ ଥିବା ଟଙ୍କା ବ୍ୟାଙ୍କ ଲୁଟି ନେଇଯାଇଥିଲେ। ଏନେଇ ନିମାପଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସେପଟେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଇ ଯାଇଥିବା ୬୦ନମ୍ବର ଜାତୀୟ ରାଜପଥର ମିରଚି ମସଲା ରେଷ୍ଟୁରାଣ୍ଟ ନିକଟରୁ ୯ ଲକ୍ଷ ଟଙ୍କା ଲୁଟି ହୋଇଛି। ପଶ୍ଚିମବଙ୍ଗ ଖଡଗପୁର ଅଞ୍ଚଳର ୫ଜଣ ବ୍ୟବସାୟୀ ଏକ ସ୍କର୍ପିଓରେ ଚଣ୍ଡିଖୋଲ ଯାଉଥିଲେ। ଏହି ସମୟରେ ଅନ୍ୟ ଏକ ସ୍କର୍ପିଓରେ କିଛି ଦୁର୍ବୃତ୍ତ ଆସି ବ୍ୟବାସୀୟଙ୍କ ଗାଡିକୁ ପିଛା କରି ଅଟକାଇଥିଲେ। ପରେ ଗାଡ଼ି ଚାଳକଙ୍କୁ ବନ୍ଧୁକ ଦେଖାଇ ୯ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story