ଶୋ’ରୁମ୍‌ରେ ମଦ ମାଂସର ପାର୍ଟି କଲେ, କଳାକନା ବୁଲାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ହାଇସିକ୍ୟୁରିଟି ଜୋନ୍‌ରୁ ହୋଇଛି ଚୋରି। ତାଲା କି ସର୍ଟର ତାଡି ନୁହେଁ, ଛାତ କାଟି ଫିଲ୍ମ ଷ୍ଟାଇଲ୍‌ରେ କରିଛନ୍ତି ଚୋରି। ଦୁର୍ବୃତ୍ତମାନେ ଚୋରି କରିବା ପରେ ଶୋ’ରୁମ୍‌ରେ ମଦ ମାଂସର ପାର୍ଟି କରି ସିସିଟିଭିର ହାର୍ଡ ଡିସ୍କ ତାଡି ନେଇଯାଇଛନ୍ତି। ଭୁବନେଶ୍ୱର ଏୟାରପୋର୍ଟ ନିକଟସ୍ଥ ସୌଭାଗ୍ୟନଗରରେ ଏଭଳି ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଶୋ’ ରୁମ୍‌ର ଛାତକୁ ଇଲେକଟ୍ରିକ୍‌ କଟର ସାହାଯ୍ୟରେ କାଟି ଦେଇଛନ୍ତି। ତା’ପରେ […]

loot-in-marval-show-room-in-bhubaneswar

loot-in-marval-show-room-in-bhubaneswar

Manoranjan Sial
  • Published: Saturday, 02 November 2019
  • Updated: 02 November 2019, 07:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ହାଇସିକ୍ୟୁରିଟି ଜୋନ୍‌ରୁ ହୋଇଛି ଚୋରି। ତାଲା କି ସର୍ଟର ତାଡି ନୁହେଁ, ଛାତ କାଟି ଫିଲ୍ମ ଷ୍ଟାଇଲ୍‌ରେ କରିଛନ୍ତି ଚୋରି। ଦୁର୍ବୃତ୍ତମାନେ ଚୋରି କରିବା ପରେ ଶୋ’ରୁମ୍‌ରେ ମଦ ମାଂସର ପାର୍ଟି କରି ସିସିଟିଭିର ହାର୍ଡ ଡିସ୍କ ତାଡି ନେଇଯାଇଛନ୍ତି। ଭୁବନେଶ୍ୱର ଏୟାରପୋର୍ଟ ନିକଟସ୍ଥ ସୌଭାଗ୍ୟନଗରରେ ଏଭଳି ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌ ହୋଇଛି।

ଗତକାଲି ରାତିରେ ଦୁର୍ବୃତ୍ତମାନେ ଶୋ’ ରୁମ୍‌ର ଛାତକୁ ଇଲେକଟ୍ରିକ୍‌ କଟର ସାହାଯ୍ୟରେ କାଟି ଦେଇଛନ୍ତି। ତା’ପରେ ଶୋ’ ରୁମ୍‌ର ସିଲିଂ ଭାଙ୍ଗି ତା’ ଭିତରେ ଲୁହା ସିଡି ପକାଇ ଭିତରେ ପଶିଛନ୍ତି। ସେମାନେ ସିଧା କ୍ୟାସ କାଉଣ୍ଟର ରୁମ୍‌କୁ ଯାଇ ନଗଦ ୨୭ ହଜାର ଟଙ୍କା ନେଇ ଯାଇଛନ୍ତି। ଶୋ’ରୁମ୍‌ରୁ ଘର ଓ ବାର୍ଥରୁମ୍‌ରେ ବ୍ୟବହୃତ ବହୁ ଦାମୀ ସରଞ୍ଜାମ ରହିଥିଲେ ମଧ୍ୟ ତାକୁ ନେଇ ନାହାନ୍ତି ଦୁର୍ବୃତ୍ତ। ତେବେ ବଡ଼ କଥା ହେଉଛି, କଳାକନା ବୁଲାଇ ସାରିବା ପରେ ମଦ ପିଇ ଶୋ’ରୁମ୍‌ ଭିତରେ ପାର୍ଟି କରିଛନ୍ତି। ଆଉ ତା’ପରେ ହାର୍ଡଡିକ୍ସ ଧରି ଚମ୍ପଟ ମାରିଛନ୍ତି। ଆଉ ଗଲା ବେଳେ ଶୋ’ରୁମ୍‌ ଭିତରେ ଛାଡ଼ି ଯାଇଛନ୍ତି ଲୁହା ସିଡି। ଆଜି ସକାଳେ ଶୋ’ରୁମ୍‌ ମାଲିକ ଭିତରେ ପଶିବା ପରେ ଛାତ କାଟି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।

ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story