ଠାକୁରଙ୍କ ହୁଣ୍ଡି ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା (ବଳରାମ ଲେଙ୍କା): ଚୋରଙ୍କ ସାହସ ମାନିବାକୁ ପଡ଼ିବ। ରାସ୍ତାଘାଟରେ ଯାଉଥିବା ଲୋକଙ୍କଠାରୁ ଦୁର୍ବୃତ୍ତମାନେ ଲୁଟୁଥିଲେ। ଏବେ କିନ୍ତୁ ଠାକୁରଙ୍କ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ବିଳମ୍ୱିତ ରାତିରେ ଅନ୍ଧାରର ସୁଯୋଗ ନେଇ ମନ୍ଦିରରେ କଳା କନା ବୁଲାଇ ଦେଉଛନ୍ତି। ଏପରି ଘଟଣା ଖୋର୍ଦ୍ଧାରେ ଘଟିଛି। ଜଟଣୀ ଥାନା ପାତ୍ରପଡାରେ ରହିଛି ମଦନମୋହନ ମନ୍ଦିର। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଏହି ମନ୍ଦିରରୁ ଲୁଟ କରିଛନ୍ତି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡିଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର […]

loot-in-temple-in-khurda

loot-in-temple-in-khurda

Manoranjan Sial
  • Published: Sunday, 20 January 2019
  • Updated: 20 January 2019, 01:42 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଚୋରଙ୍କ ସାହସ ମାନିବାକୁ ପଡ଼ିବ। ରାସ୍ତାଘାଟରେ ଯାଉଥିବା ଲୋକଙ୍କଠାରୁ ଦୁର୍ବୃତ୍ତମାନେ ଲୁଟୁଥିଲେ। ଏବେ କିନ୍ତୁ ଠାକୁରଙ୍କ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ବିଳମ୍ୱିତ ରାତିରେ ଅନ୍ଧାରର ସୁଯୋଗ ନେଇ ମନ୍ଦିରରେ କଳା କନା ବୁଲାଇ ଦେଉଛନ୍ତି। ଏପରି ଘଟଣା ଖୋର୍ଦ୍ଧାରେ ଘଟିଛି।
ଜଟଣୀ ଥାନା ପାତ୍ରପଡାରେ ରହିଛି ମଦନମୋହନ ମନ୍ଦିର। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଏହି ମନ୍ଦିରରୁ ଲୁଟ କରିଛନ୍ତି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡିଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଗାଁ ଲୋକଙ୍କଠାରୁ ଖବର ପାଇ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି। ହେଲେ ଚୋରଙ୍କ ପତ୍ତା ପାଇନି।
ଗତ ୧୭ ତାରିଖ ରାତିରେ ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିଲା। ଦୁର୍ବୃତ୍ତ ମନ୍ଦିର ଭିତରେ ପଶି ମା’ଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଥିଲା। ମନ୍ଦିରର କବାଟ ଭାଙ୍ଗି ଏହି ଚୋରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story