ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଝାମ୍ପି ନେଉଥିଲେ, ବନ୍ଧା ହେଲେ ୪

ଧର୍ମଗଡ (ଇଙ୍ଗିତ ପଣ୍ଡା): ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କୁ ଖୋଜି ଖୋଜି କରୁଥିଲେ ଟାର୍ଗେଟ। ଲୋକଙ୍କୁ ଟର୍ଗେଟ କରି ଟଙ୍କା ବ୍ୟାଗ ଝାମ୍ପି ନେଉଥିଲେ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୬ ଜିଲ୍ଲାରେ ଚାଲିଥିଲା ଲୁଟ୍ ନେଟ୍‌ୱର୍କ। ଏଭଳି ୪ ଆନ୍ତରାଜ୍ୟ ଲୁଟେରା ଏବେ ପୁଲିସ ପଞ୍ଝାରେ ପଡିଛନ୍ତି। ଦୀର୍ଘ ୭ ମାସର ଆତଙ୍କ ପରେ ଏବେ କଳାହାଣ୍ଡି ପୁଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଧରିଛି। ଲୁଟ୍ ବେଳର ଏକ କିଛି ସିସିଟିଭ୍ ଫୁଟେଜ ପୁଲିସ […]

Lootera Gang Arrested

Lootera Gang Arrested

Madhupriya Mistry
  • Published: Wednesday, 18 August 2021
  • Updated: 18 August 2021, 04:45 PM IST

Sports

Latest News

ଧର୍ମଗଡ (ଇଙ୍ଗିତ ପଣ୍ଡା): ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କୁ ଖୋଜି ଖୋଜି କରୁଥିଲେ ଟାର୍ଗେଟ। ଲୋକଙ୍କୁ ଟର୍ଗେଟ କରି ଟଙ୍କା ବ୍ୟାଗ ଝାମ୍ପି ନେଉଥିଲେ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୬ ଜିଲ୍ଲାରେ ଚାଲିଥିଲା ଲୁଟ୍ ନେଟ୍‌ୱର୍କ। ଏଭଳି ୪ ଆନ୍ତରାଜ୍ୟ ଲୁଟେରା ଏବେ ପୁଲିସ ପଞ୍ଝାରେ ପଡିଛନ୍ତି। ଦୀର୍ଘ ୭ ମାସର ଆତଙ୍କ ପରେ ଏବେ କଳାହାଣ୍ଡି ପୁଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଧରିଛି।

ଲୁଟ୍ ବେଳର ଏକ କିଛି ସିସିଟିଭ୍ ଫୁଟେଜ ପୁଲିସ ହାତରେ ଲାଗିଛି। ଫଟେଜ ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ନିକଟସ୍ଥ ଥନଟ ଗ୍ରାମର ବିଜୟ ବାଗ ନିଜ ଶ୍ୱଶୁର ସହିତ ବ୍ୟାଙ୍କରୁ ଟଙ୍କା ଉଠାଇ ରାସ୍ତାରେ ବାଇକ ରଖି କିଛି କିଣୁଥିଲେ। ଏହି ସମୟରେ ଜଣେ ଧଳା ଟି-ସାର୍ଟ ପିନ୍ଧା ଯୁବକ ଆସି ବାଇକରୁ ଟଙ୍କା ଝାମ୍ପି ନେଇ ତାର ସହଯୋଗୀଙ୍କ ସହ ମିଶି ଚମ୍ପଟ ମାରିଥିଲା।

ସେହିପରି ଧର୍ମଗଡ ଥାନା ଆମଗୁଡା ଗାଁର ଉଧବ ସୁନାନୀ। ସେ ଗତ ଶୁକ୍ରବାର ଦିନ ବ୍ୟାଙ୍କରୁ ୧ଲକ୍ଷ ୯ହଜାର ଟଙ୍କା ଧରି ବାହାରକୁ ଆସିବା ପରେ ତାଙ୍କ ବ୍ୟାଗକୁ ଝାମ୍ପି ନେଇଥିଲେ ଦୁର୍ବୁତ୍ତ। ଏହି ଦୁଇ ଅଭିଯୋଗ ପାଇବା ପରେ କଳାହାଣ୍ଡି ପୁଲିସ ଏକ ଟିମ ଗଠନ କରିଥିଲା। ଭବାନୀପାଟଣାର ଏକ ଘରେ ସେମାନେ ଥିବା ସୁରାଗ ପାଇ ଚଢାଉ କରି ୪ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଥିଲା।

ଗିରଫ ଲୁଟେରାମାନ ହେଲେ ଏମ. ଗଣେଶ, ଏ.ରଣଜିତ୍, ଜେ.ଚନ୍ଦୁ ଓ ଡି.ଆକାଶ। ଏମାନେ ଗଞ୍ଜାମ ଜିଲ୍ଲା  ଆସକା ଥାନା ପତଲାପଲି ଅଂଚଳର। ଏମାନେ ଭବାନୀପାଟଣାରେ ଏକ ଘର ଭଡା ନେଇ ଗତ ଜାନୁୟାରୀ ମାସରୁ ରହୁଥିଲେ। ଏହି ଲୁଟେରା ମାନେ କଳାହାଣ୍ଡି, ନୂଆପଡା, କନ୍ଧମାଲ ଓ ବରଗଡ ଜିଲ୍ଲାର ୮ଟି ଥାନା ଅଞ୍ଚଳରୁ ପ୍ରାୟ ୧୯ଲକ୍ଷ ୫୭ ହଜାର ଲୁଟ କରିଛନ୍ତି।

ପୁଲିସ ଏହି ୪ ଲୁଟେରାଙ୍କ ଠାରୁ ୧ ଲକ୍ଷ ୪୦ହଜାର ନଗଦ ଟଙ୍କା, ୨ଟି ମୋଟରସାଇକଲ, ୩ଟି ମୋବାଇଲ, ଡିକି ଭଙ୍କାରେ ବ୍ୟବହୃତ ଅସ୍ତ୍ର, ସମେତ କିଛି କାଗଜପତ୍ର ମଧ୍ୟ ଜବତ କରିଛି। ଏମାନେ ଦୀର୍ଘ ୭ ମାସ ହେବ ଏପରି ଲୁଟପାଟ ଚଳାଉଥିଲେ। ପୁଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚଢାଉ ସମୟରେ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି। ସେହି ଲୁଟେରା ଜଣକୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story