ଲୁଇସ ବର୍ଜର ଲାଞ୍ଚ ମାମଲା: କମ୍ପାନୀର ପୂର୍ବତନ ଇଣ୍ଡିଆ ହେଡ୍ ସତ୍ୟକାମ ମହାନ୍ତି ଗିରଫ

ଭୁବନେଶ୍ୱର: ଗୋଆର ବହୁଚର୍ଚ୍ଚତ ଲୁଇସ ବର୍ଜର ଲାଞ୍ଚ ମାମଲାରେ କମ୍ପାନୀର ପୂର୍ବତନ ଇଣ୍ଡିଆ ହେଡ୍ ସତ୍ୟକାମ ମହାନ୍ତିଙ୍କୁ ଗିରଫ କରିଛି ଗୋଆ କ୍ରାଇମବ୍ରାଞ୍ଚ। ୨୦୧୦ରେ ଇଣ୍ଡିଆ ହେଡ ଥିବାବେଳେ ଗୋଆର ରାଜନେତା ଓ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗରେ ଓଡ଼ିଶାର ସତ୍ୟକାମ ମହାନ୍ତିଙ୍କୁ ଗୁରଗାଁଓରୁ ଗିରଫ କରାଯାଇଛି। ଗୋଆରେ ହଜାରେ କୋଟିରୁ ଅଧିକ ଜଳ ଓ ସ୍ୱେରେଜ୍ କାମର କନର୍ସୋଟିୟମର ଅଂଶ ଥିଲା ଆମେରିକାର ଲୁଇସ ବର୍ଜର କମ୍ପାନୀର ।

satyakam mahanty

satyakam mahanty

Rakesh Mallick
  • Published: Monday, 03 August 2015
  • Updated: 03 August 2015, 05:34 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story