ପ୍ରକାଶ ପାଇଲା ବି-ଫାର୍ମା, ଏମ୍‌ବିଏ ରେଜଲ୍ଟ

ରାଉରକେଲା(ପବନ ତିୱାରୀ): BPUT ଅଧୀନରେ ଥିବା ସମସ୍ତ କଲେଜରେ ପାଠ ପଢୁଥିବା ବି-ଫାର୍ମା ଓ ଏମ୍‌ବିଏ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଉଭୟ ପରୀକ୍ଷାରେ ୯୮ ପ୍ରତିଶତ ପିଲା ପାସ କରିଛନ୍ତି। ବି-ଫାର୍ମାରେ ୧୧୫୫ ପିଲା ପରୀକ୍ଷା ଦେଇଥିବା ବେଳେ ୨୨୪୮ ଏମ୍‌ବିଏ ପରୀକ୍ଷା ଦେଇଥିଲେ। ଯେଉଁଥିରୁ ୯୮ ପ୍ରତିଶତ ପିଲା ପାସ୍‌ କରିଛନ୍ତି। କରୋନା ମହାମାରୀ ପାଇଁ ପରୀକ୍ଷା ଗୁଡିକ ଅନ୍‌ଲାଇନରେ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ ଘରେ ରହି ଅନଲାଇନରେ ପରୀକ୍ଷା ଦେଇଥିଲେ।

BPUt

BPUt

Manoranjan Sial
  • Published: Thursday, 27 August 2020
  • Updated: 27 August 2020, 09:14 PM IST

Sports

Latest News

ରାଉରକେଲା(ପବନ ତିୱାରୀ): BPUT ଅଧୀନରେ ଥିବା ସମସ୍ତ କଲେଜରେ ପାଠ ପଢୁଥିବା ବି-ଫାର୍ମା ଓ ଏମ୍‌ବିଏ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଉଭୟ ପରୀକ୍ଷାରେ ୯୮ ପ୍ରତିଶତ ପିଲା ପାସ କରିଛନ୍ତି।

ବି-ଫାର୍ମାରେ ୧୧୫୫ ପିଲା ପରୀକ୍ଷା ଦେଇଥିବା ବେଳେ ୨୨୪୮ ଏମ୍‌ବିଏ ପରୀକ୍ଷା ଦେଇଥିଲେ। ଯେଉଁଥିରୁ ୯୮ ପ୍ରତିଶତ ପିଲା ପାସ୍‌ କରିଛନ୍ତି। କରୋନା ମହାମାରୀ ପାଇଁ ପରୀକ୍ଷା ଗୁଡିକ ଅନ୍‌ଲାଇନରେ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ ଘରେ ରହି ଅନଲାଇନରେ ପରୀକ୍ଷା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story