ମା’ ପାଟଣେଶ୍ୱରୀଙ୍କ ପ୍ରତିମାରେ ନିଆଁ ଲାଗି ଯାଇଥିବା ଅଭିଯୋଗ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ବିଭ୍ରାଟ ଦେଖାଦେଇଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ରାତିରେ ମା’ଙ୍କ ପ୍ରତିମାରେ ନିଆଁ ଲାଗି କିଛି ଅଂଶ ପୋଡି ଯାଇଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଏନେଇ ଖବର ଭାଇରାଲ ହେବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଉକ୍ତ ରାତିରେ ଦାୟିତ୍ୱରେ ଥିବା ପୂଜକ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ଏନେଇ […]

bolangiri-1

bolangiri-1

Niharika Rout
  • Published: Friday, 13 December 2019
  • Updated: 13 December 2019, 02:22 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ବିଭ୍ରାଟ ଦେଖାଦେଇଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ରାତିରେ ମା’ଙ୍କ ପ୍ରତିମାରେ ନିଆଁ ଲାଗି କିଛି ଅଂଶ ପୋଡି ଯାଇଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଏନେଇ ଖବର ଭାଇରାଲ ହେବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।

ଉକ୍ତ ରାତିରେ ଦାୟିତ୍ୱରେ ଥିବା ପୂଜକ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ଏନେଇ ମନ୍ଦିରର ମୁଖ୍ୟ ପୂଜକ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଦେବୋତ୍ତର ବିଭାଗ ମ୍ୟାନେଜର ସୁଧୀର ଦାସ ଏ ନେଇ ଉପଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଏହାର ସତ୍ୟାସତ୍ୟ ନେଇ ଆଲୋଚନା ହେଉଛି। ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୁନଃ ପ୍ରାଣ ପ୍ରତିଷ୍ଠା କରି ଦେବୀଙ୍କ ପୂଜା କରିବା ପାଇଁ ଭକ୍ତମାନେ ଦାବୀ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  ମାଁ ପାଟଣେଶ୍ୱରୀଙ୍କ ମୁହଁରେ ଘିଅ ଓ ସିନ୍ଦୁର ଲେପ ଦେଇ ପୂଜା କରାଯାଇଥାଏ। ତେଣୁ ଗର୍ଭ ଗୃହରେ ବହୁତ ସର୍ତକତାର ସହିତ ପୂଜାପାଠ କରାଯାଇଥାଏ। ତେବେ ପୂଜକଙ୍କ ଆସାବଧାନତା ଯୋଗୁଁ ଦୀପରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ପୂର୍ବରୁ କେବେ ଏପରି ଅଘଟଣ ହୋଇନଥିବା ବେଳେ ଏହାକୁ  ଗୁରୁତର ସହିତ ନେଇଛି ଦେବୋତ୍ତର ବିଭାଗ।

ସେପଟେ ଉକ୍ତ ରାତିରେ ମା’ଙ୍କ ସେବାରେ ନିୟୋଜିତ ଥିବା ସେବକ ରାତାରାତି ଦେବୀଙ୍କ ମୁହଁରେ ସିନ୍ଦୂର ଲେପ ଦେଇ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ତଦନ୍ତ ପରେ ପୂରା ଘଟଣା  ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story