‘ଏ ଯାତ୍ରାକୁ ୧୦୦ ବର୍ଷ ପର୍ଯ୍ୟନ୍ତ ଲୋକେ ମନେ ରଖିବେ’

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଆରାଧ୍ୟ ଦେବୀ ମହାମାୟୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଆଡମ୍ବର ପଟୁଆରରେ ମା’ଙ୍କ ଧ୍ଵଜା ନଗର ପରିକ୍ରମା କରାଇଥିଲେ ଗ୍ରାମବାସୀ।ଦେଶିବେହେରା ସାହିର ମା’ ଘର ସମ୍ମୁଖରେ ଧ୍ଵଜାକୁ ପୂଜାର୍ଚ୍ଚନା କରାଯିବା ପରେ ସ୍ଥାପନ କରାଯାଇଥିଲା । ସ୍ଥାପନ ପରେ ଶହ ଶହ ମହିଳା ଶୁଭଖୁଣ୍ଟି ନିକଟରେ ପୂଜା କରିଥିଲେ ଓ ପଣା ଦେଇଥିଲେ।  ପ୍ରତି ବାର ବର୍ଷରେ ହେଉଥିବା ଏ ଯାତ୍ରା ଶେଷଥର ୨୦୧୦ ମସିହାରେ ହୋଇଥିଲା। ହେଲେ […]

aska-1--1

aska-1--1

Niharika Rout
  • Published: Saturday, 29 February 2020
  • Updated: 29 February 2020, 01:34 PM IST

Sports

Latest News

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଆରାଧ୍ୟ ଦେବୀ ମହାମାୟୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଆଡମ୍ବର ପଟୁଆରରେ ମା’ଙ୍କ ଧ୍ଵଜା ନଗର ପରିକ୍ରମା କରାଇଥିଲେ ଗ୍ରାମବାସୀ।ଦେଶିବେହେରା ସାହିର ମା’ ଘର ସମ୍ମୁଖରେ ଧ୍ଵଜାକୁ ପୂଜାର୍ଚ୍ଚନା କରାଯିବା ପରେ ସ୍ଥାପନ କରାଯାଇଥିଲା । ସ୍ଥାପନ ପରେ ଶହ ଶହ ମହିଳା ଶୁଭଖୁଣ୍ଟି ନିକଟରେ ପୂଜା କରିଥିଲେ ଓ ପଣା ଦେଇଥିଲେ।

 ପ୍ରତି ବାର ବର୍ଷରେ ହେଉଥିବା ଏ ଯାତ୍ରା ଶେଷଥର ୨୦୧୦ ମସିହାରେ ହୋଇଥିଲା। ହେଲେ କାଳଶୁଦ୍ଧି ହେତୁ ୧୨ ବର୍ଷ ପୂର୍ବରୁ ଏଥର ୧୦ ବର୍ଷରେ ପୁଣି ଥରେ ଏହି ଯାତ୍ରା କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଏ ଯାତ୍ରା ଏମିତି କରାଯିବ ଯେ ଶହେ ବର୍ଷ ଧରି ଲୋକେ ମନେ ରଖିବେ ବୋଲି ଯାତ୍ରା କମିଟି ସଭାପତି ବିଜୟ କଅର ଆଶା ପୋଷଣ କରିଛନ୍ତି।   

 ଆଲଡୁ ଜିତେନ୍ଦ୍ର ପାତ୍ର କହିଛନ୍ତି, ବିଧି ପ୍ରକାରେ ବାପ ଘରକୁ ଆସିଥାନ୍ତି ମା। ଡେରା ସମ୍ପ୍ରଦାୟର ବାପ ଘରେ ମା’ ମାସେ କାଳ  ରହଣି ସମୟରେ ଅସ୍ଥାୟୀ ମଣ୍ଡପରେ ପୂଜା ପାଆନ୍ତି।  ସାହିକୁ ସାହି ବୁଲନ୍ତି। ଲୋକଙ୍କୁ ଦର୍ଶନ ଦେଇ ଆଶୀର୍ବାଦ କରନ୍ତି। ଏହି ଯାତ୍ରା ମାସ କାଳ ଚାଲିବ। ପ୍ରଥମେ ମା’ ସାହି ପରିକ୍ରମା କରିବେ। ଶେଷରେ କବିସୂର୍ଯ୍ୟନଗର ପରିକ୍ରମା କରି ଭକ୍ତଙ୍କୁ ଆଶୀର୍ବାଦ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story