ମହାନଦୀ ଓ କାଠଯୋଡ଼ି ନଦୀରେ ଜହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦିନକୁ ଦିନ ପ୍ରଦୂଷିତ ହେଉଛି କଟକର ଦୁଇ ପ୍ରମୁଖ ନଦୀ କାଠଯୋଡ଼ି ଏବଂ ମହାନଦୀ  ସହରର ବିଭିନ୍ନ ଆବର୍ଜନା ବର୍ଷ ବର୍ଷ ଧରି ଏହି ଦୁଇ ନଦୀରେ ମିଶି ପାଣିକୁ ଦୂଷିତ କରୁଛି।  ଫଳରେ ନଦୀ ଉପରେ ର୍ନିଭର କରି ଚଳୁଥିବା ଲୋକେ ଅନେକ ସମୟରେ ବିଭିନ୍ନ ଚର୍ମ ରୋଗ ସହ ଝାଡାବାନ୍ତିର ଶିକାର ହେଉଥିବା ଅଭିଯୋଗ ହୋଇଛି।  ବାରମ୍ବାର ଜିଲ୍ଲା ପ୍ରଶାସନ ଓ ସିଏମ୍ସି ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି।  […]

32145

32145

Tapas Behera
  • Published: Sunday, 01 December 2019
  • Updated: 01 December 2019, 06:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦିନକୁ ଦିନ ପ୍ରଦୂଷିତ ହେଉଛି କଟକର ଦୁଇ ପ୍ରମୁଖ ନଦୀ କାଠଯୋଡ଼ି ଏବଂ ମହାନଦୀ  ସହରର ବିଭିନ୍ନ ଆବର୍ଜନା ବର୍ଷ ବର୍ଷ ଧରି ଏହି ଦୁଇ ନଦୀରେ ମିଶି ପାଣିକୁ ଦୂଷିତ କରୁଛି।  ଫଳରେ ନଦୀ ଉପରେ ର୍ନିଭର କରି ଚଳୁଥିବା ଲୋକେ ଅନେକ ସମୟରେ ବିଭିନ୍ନ ଚର୍ମ ରୋଗ ସହ ଝାଡାବାନ୍ତିର ଶିକାର ହେଉଥିବା ଅଭିଯୋଗ ହୋଇଛି।  ବାରମ୍ବାର ଜିଲ୍ଲା ପ୍ରଶାସନ ଓ ସିଏମ୍ସି ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି।  ସେପଟେ ଜାଇକା କାମ ଶେଷ ହେବା ପରେ ଏହି ସମସ୍ୟା ଦୂର ହେବ ବୋଲି ସଫେଇ ଦେଇଛି  ସିଏମସି।

ଜଳ ନୁହେଁ ସେ ଜହର।  କଳା ମଚମଚ ପାଣି ସାଙ୍ଗକୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ନଦୀ ତଟ।  କଟକ ଖାନ୍ନଗର ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକକୁ ମିଳିବ।  ଯେଉଁ ଠି ସହରର ଆବର୍ଜନା ପାଣି ମିଶୁଛି କାଠଯୋଡ଼ି ନଦୀରେ। ବର୍ଷବର୍ଷ ଧରି ସହରର ନର୍ଦ୍ଦମା ପାଣି ନଦୀରେ ମିଶୁଥିବାରୁ ଧିରେଧିରେ ନଦୀ ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଏମିତିକି ଏଠି ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ  ଯୋଜନା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ଖାଲି କାଠଯୋଡ଼ି ନୁହେଁ ମହାନଦୀର ଅବସ୍ଥା ମଧ୍ୟ ସମାନ।  କଟକ ଯୋବ୍ରା ଅଂଚଳରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।   ସହରରୁ ନିର୍ଗତ ଆବର୍ଜନା ପାଣି ଏଠାରେ ମଧ୍ୟ ମିଶିଥାଏ । ଫଳରେ  ଦିନକୁ ଦିନ ମହାନଦୀ ପ୍ରଦୂଷିତ ହେବାରେ ଲାଗିଛି।  ଏମିତିକି ନଦୀ ପାଣି ପ୍ରଦୂଷିତ ଯୋଗୁଁ ଲୋକେ ଅନେକ ରୋଗର ମଧ୍ୟ ଶିକାର ହେଉଥିବା ଅଭିଯୋଗ ହୋଇଛି।

ନଦୀ ଜଳ ପ୍ରଦୂଷିତ ନେଇ ଲୋକେ ଅନେକ ସମୟରେ ଜିଲ୍ଲା ପ୍ରଶାସନ ଓ ସିଏମ୍‌ସି ନିକଟରେ ଅଭିଯୋଗ କରିଛନ୍ତି।  ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।  ଅନ୍ୟପଟେ  ସି.ଏମ୍.ସି କମିଶନର କହିଛନ୍ତି,  କଟକ ସହରରେ ଜାଇକା କାମ ଶେଷ ହେଲେ ସ୍ଥିତି ସୁଧୁରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story