ମହାନଦୀ ପ୍ରସଙ୍ଗରେ ଏକାଠି ହେଲେ, ସଙ୍କଳ୍ପ ପାରିତ

<p>ଭୁବନେଶ୍ୱର: ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ବିଧାନସଭାରେ ମିଳିତ ଉଦ୍ୟମ।&nbsp; ଗତକାଲି ଟ୍ରିବ୍ୟୁନାଲ ଗଠନ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଆଜି ବିଧାନସଭାରେ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ସଙ୍କଳ୍ପ ପାରିତ ହୋଇଛି।&nbsp; ଏସବୁ ସତ୍ତ୍ୱେ ଟ୍ରିବ୍ୟୁନାଲ ଗଠନ ନେଇ ଆଲୋଚନାବେଳେ ଶାସକ ଦଳ ଟାର୍ଗେଟରେ ଥିଲେ କେନ୍ଦ୍ର ସରକାର।&nbsp; କେନ୍ଦ୍ର ସରକାର ରାଜ୍ୟକୁ ଅବିଚାର କରୁଛନ୍ତି ବୋଲି ଶାସକ ଦଳ ଅଭିଯୋଗ କରିଛି। କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ସମାଲୋଚନା କରିଛି। ଅନ୍ୟପକ୍ଷରେ ବିଜେପି ଯୁକ୍ତି କରିଛି ସୁପ୍ରମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଟ୍ରିବ୍ୟୁନାଲ୍&zwnj;ରେ ମନା କରିନାହାନ୍ତି।</p> <p>ଅନ୍ୟପକ୍ଷରେ ଛତିଶଗଡ଼ କଲମା ବ୍ୟାରେଜର ଗେଟ୍ ବନ୍ଦ କରି ତାର ଦାଦାଗିରି ଜାହିର କରିଛି। ୬୬ଟି ଗେଟ୍&zwnj;ରୁ ୬୫ ଗେଟ୍ ବନ୍ଦ ରହିଛି। କେବଳ ଗୋଟିଏ ଗେଟ୍ ଦେଇ ପାଣି ଛାଡୁଛି।</p>

Ordigital Desk
  • Published: Wednesday, 13 December 2017
  • Updated: 13 December 2017, 08:31 PM IST

Sports

Latest News

<p>ଭୁବନେଶ୍ୱର: ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ବିଧାନସଭାରେ ମିଳିତ ଉଦ୍ୟମ।&nbsp; ଗତକାଲି ଟ୍ରିବ୍ୟୁନାଲ ଗଠନ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଆଜି ବିଧାନସଭାରେ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ସଙ୍କଳ୍ପ ପାରିତ ହୋଇଛି।&nbsp; ଏସବୁ ସତ୍ତ୍ୱେ ଟ୍ରିବ୍ୟୁନାଲ ଗଠନ ନେଇ ଆଲୋଚନାବେଳେ ଶାସକ ଦଳ ଟାର୍ଗେଟରେ ଥିଲେ କେନ୍ଦ୍ର ସରକାର।&nbsp; କେନ୍ଦ୍ର ସରକାର ରାଜ୍ୟକୁ ଅବିଚାର କରୁଛନ୍ତି ବୋଲି ଶାସକ ଦଳ ଅଭିଯୋଗ କରିଛି। କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ସମାଲୋଚନା କରିଛି। ଅନ୍ୟପକ୍ଷରେ ବିଜେପି ଯୁକ୍ତି କରିଛି ସୁପ୍ରମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଟ୍ରିବ୍ୟୁନାଲ୍&zwnj;ରେ ମନା କରିନାହାନ୍ତି।</p><p>ଅନ୍ୟପକ୍ଷରେ ଛତିଶଗଡ଼ କଲମା ବ୍ୟାରେଜର ଗେଟ୍ ବନ୍ଦ କରି ତାର ଦାଦାଗିରି ଜାହିର କରିଛି। ୬୬ଟି ଗେଟ୍&zwnj;ରୁ ୬୫ ଗେଟ୍ ବନ୍ଦ ରହିଛି। କେବଳ ଗୋଟିଏ ଗେଟ୍ ଦେଇ ପାଣି ଛାଡୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos