ମହାନଦୀ ପ୍ରସଙ୍ଗକୁ ନେଇ ୬ଟି ଜିଲ୍ଲାରେ କଳସ ଶୋଭାଯାତ୍ରା କରିବ ବିଜୁ ମହିଳା ଦଳ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ୬ଟି ଜିଲ୍ଲାରେ କଳସ ଶୋଭାଯାତ୍ରା କରିବ ବିଜୁ ମହିଳା ଦଳ। ଅଗଷ୍ଟ ୨୦ ତାରିଖରୁ ଏହା ଆରମ୍ଭ ହେବ ଓ ୨୫ ତାରିଖରେ ଶେଷ ହେବ। ଆଜି ବିଜେଡିର ବରିଷ୍ଠ ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “୨୦ ତାରିଖରେ ବରଗଡ଼ରୁ ଏହି ଯାତ୍ରା ଆରମ୍ଭ ହେବ। ୨୧ରେ ଝାରସୁଗୁଡ଼ାରେ, ୨୨ରେ ସମ୍ବଲପୁରରେ, ୨୩ରେ ଦେବଗଡ଼ରେ, ୨୪ରେ ବଲାଙ୍ଗିରରେ ଓ ୨୫ ତାରିଖରେ ସୁବର୍ଣ୍ଣପୁରରେ ଏହି […]

surjyapatra

surjyapatra

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 10:49 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ୬ଟି ଜିଲ୍ଲାରେ କଳସ ଶୋଭାଯାତ୍ରା କରିବ ବିଜୁ ମହିଳା ଦଳ। ଅଗଷ୍ଟ ୨୦ ତାରିଖରୁ ଏହା ଆରମ୍ଭ ହେବ ଓ ୨୫ ତାରିଖରେ ଶେଷ ହେବ। ଆଜି ବିଜେଡିର ବରିଷ୍ଠ ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “୨୦ ତାରିଖରେ ବରଗଡ଼ରୁ ଏହି ଯାତ୍ରା ଆରମ୍ଭ ହେବ। ୨୧ରେ ଝାରସୁଗୁଡ଼ାରେ, ୨୨ରେ ସମ୍ବଲପୁରରେ, ୨୩ରେ ଦେବଗଡ଼ରେ, ୨୪ରେ ବଲାଙ୍ଗିରରେ ଓ ୨୫ ତାରିଖରେ ସୁବର୍ଣ୍ଣପୁରରେ ଏହି ଯାତ୍ରା ଅନୁଷ୍ଠିତ ହେବ।”

ସେ କହିଛନ୍ତି, “ଛତିଶଗଡ଼ ସରକାର ମହାନଦୀର ୮୫ ଭାଗ ଜଳ ବିନିଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ଓଡ଼ିଶାରେ ଶୁଖା ପଡ଼ିଯିବ। ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ଉପୁଜିବାକୁ ଥିବା ସ୍ଥିତି ସମ୍ପର୍କରେ ମହିଳାମାନଙ୍କ ସଚେତନ କରାଇବାକୁ ବିଜେଡି ଏହି କଳସ ଯାତ୍ରାର ଆୟୋଜନ କରୁଛି। ମହିଳାମାନେ ମହାନଦୀରୁ ପାଣି ଆଣି ଶୋଭାଯାତ୍ରା କରିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ପାଖରେ କଳସ ଭାଙ୍ଗିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story