ମହିଳା ଅତ୍ୟାଚାର ମାମଲାର ତ୍ୱରିତ ତଦନ୍ତ ପାଇଁ ରାଜ୍ୟରେ ଖୋଲିବ ୭ଟି ସ୍ୱତନ୍ତ୍ର ୟୁନିଟ୍

ଭୁବନେଶ୍ୱର: ମହିଳା ଅତ୍ୟାଚାର ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ପାଇଁ ରାଜ୍ୟରେ ଖୋଲିବ ସ୍ୱତନ୍ତ୍ର ୟୁନିଟ୍। ୭ଟି ପୋଲିସ ଜିଲ୍ଲାରେ ୭ଟି ୟୁନିଟ୍ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, ସମ୍ୱଲପୁର, ବ୍ରହ୍ମପୁର, ମୟୂରଭଞ୍ଜ ଓ ଅନୁଗୁଳରେ ଏହି ୟୁନିଟ୍ ଗୁଡ଼ିକ ଖୋଲିବ। ଏହି ସ୍ୱତନ୍ତ୍ର ୟୁନିଟ୍ ଗୁଡ଼ିକ କୁହାଯାଉଛି ଇନଭେଷ୍ଟିଗେଟିଂ ୟୁନିଟ୍ସ ଫର କ୍ରାଇମ୍ ଏଗେନଷ୍ଟ ୱିମେନ୍ ବା ଆଇୟୁସିଏଡବ୍ଲୁ। ପ୍ରତି ୟୁନିଟରେ ରହିବେ ରହିବେ ଜଣେ ଏଏସପି ଓ ଜଣେ ଡିଏସପି। […]

swatantraunit

swatantraunit

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 01:27 PM IST

Sports

Latest News

ଭୁବନେଶ୍ୱର: ମହିଳା ଅତ୍ୟାଚାର ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ପାଇଁ ରାଜ୍ୟରେ ଖୋଲିବ ସ୍ୱତନ୍ତ୍ର ୟୁନିଟ୍। ୭ଟି ପୋଲିସ ଜିଲ୍ଲାରେ ୭ଟି ୟୁନିଟ୍ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, ସମ୍ୱଲପୁର, ବ୍ରହ୍ମପୁର, ମୟୂରଭଞ୍ଜ ଓ ଅନୁଗୁଳରେ ଏହି ୟୁନିଟ୍ ଗୁଡ଼ିକ ଖୋଲିବ। ଏହି ସ୍ୱତନ୍ତ୍ର ୟୁନିଟ୍ ଗୁଡ଼ିକ କୁହାଯାଉଛି ଇନଭେଷ୍ଟିଗେଟିଂ ୟୁନିଟ୍ସ ଫର କ୍ରାଇମ୍ ଏଗେନଷ୍ଟ ୱିମେନ୍ ବା ଆଇୟୁସିଏଡବ୍ଲୁ। ପ୍ରତି ୟୁନିଟରେ ରହିବେ ରହିବେ ଜଣେ ଏଏସପି ଓ ଜଣେ ଡିଏସପି। ସେମାନଙ୍କ ସହିତ ରହିବେ ୪ ଜଣ ଇନ୍ସପେକ୍ଟର, ୪ ଏଏସଆଇ ଓ ୪ ଜଣ କନଷ୍ଟେବଳ। ୭ଟି ୟୁନିଟ୍ ପାଇଁ ମୋଟ ୧୦୫ଟି ପଦପଦବୀରେ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ପଦବୀ ଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଏକ ପ୍ରସ୍ତାବ ଉପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ୟୁନିଟ୍ ଗୁଡ଼ିକୁ ସ୍ଥାପନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦% ଲେଖାଏଁ ଅର୍ଥ ଖର୍ଚ୍ଚ କରିବେ।

ଏହି ୟୁନିଟ୍ ଗୁଡ଼ିକ ବିଶେଷ କରି ମହିଳାଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ଯେପରିକି ଧର୍ଷଣ, ଯୌତକ ଜନିତ ହତ୍ୟା, ଏସିଡରେ ଆକ୍ରମଣ, ମହିଳା ଚାଲାଣ ଓ ଅନ୍ୟାନ୍ୟ ହିଂସା ଗୁଡ଼ିକର ତଦନ୍ତ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story