ମହିଳା କ୍ୟାଡର ମାଓବାଦୀ ପାଲୋର ଆତ୍ମସମର୍ପଣ

ରାଉରକେଲା: ଜଣେ ମହିଳା କ୍ୟାଡର ମାଓବାଦୀ ଆଜି ରାଉରକେଲା ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।  ତାଙ୍କ ନାଁ ପାଲୋ। ତାଙ୍କ ଘର ଝାଡଖଣ୍ଡର ପଶ୍ଚିମ ସିଂହଭୁମ ଜିଲ୍ଲା ଅନ୍ତର୍ଗତ ବାଲିବ ଗାଁରେ। ପାଲୋଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ଆତ୍ମସମର୍ପଣ କରିଥିବା  କହିଛନ୍ତି। ଗତବର୍ଷ ସେପ୍ଟେମ୍ବର ୯ ତାରିଖରେ ପାଲୋର ଝିଅ ସପନ ମାଓ ସଂଗଠନ ଛାଡ଼ି ରାଉରକେଲା ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

maobadi

maobadi

Rakesh Mallick
  • Published: Monday, 31 October 2016
  • Updated: 31 October 2016, 02:55 PM IST

Sports

Latest News

ରାଉରକେଲା: ଜଣେ ମହିଳା କ୍ୟାଡର ମାଓବାଦୀ ଆଜି ରାଉରକେଲା ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।  ତାଙ୍କ ନାଁ ପାଲୋ। ତାଙ୍କ ଘର ଝାଡଖଣ୍ଡର ପଶ୍ଚିମ ସିଂହଭୁମ ଜିଲ୍ଲା ଅନ୍ତର୍ଗତ ବାଲିବ ଗାଁରେ। ପାଲୋଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ଆତ୍ମସମର୍ପଣ କରିଥିବା  କହିଛନ୍ତି।

ଗତବର୍ଷ ସେପ୍ଟେମ୍ବର ୯ ତାରିଖରେ ପାଲୋର ଝିଅ ସପନ ମାଓ ସଂଗଠନ ଛାଡ଼ି ରାଉରକେଲା ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story