‘ପତ୍ନୀ ଆରମ୍ଭ କରିଥିଲେ ବିବାଦ’: ଗିରଫ ପରେ ଏପରି କହିଲେ ମେଜର ସୌମ୍ୟରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲାରେ ଗିରଫ ହୋଇଥିବା ମେଜର୍ ସୌମ୍ୟରଞ୍ଜନ ପତି ଏବେ ପତ୍ନୀଙ୍କ ଉପରେ ଲଗାଇଛନ୍ତି ପାଲଟା ଅଭିଯୋଗ । ସୌମ୍ୟରଞ୍ଜନଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ତାଙ୍କ ଓକିଲ ଖଣ୍ଡନ କରିଛନ୍ତି । ଅପରପକ୍ଷେ ବିବାଦ ସୌମ୍ୟରଞ୍ଜନଙ୍କ ତରଫରୁ ନୁହେଁ, ବରଂ ତାଙ୍କ ପତ୍ନୀଙ୍କ ଦିଗରୁ ଆରମ୍ଭ ହୋଇଥିବା ସେ କହିଛନ୍ତି। ସୌମ୍ୟରଞ୍ଜନଙ୍କ ଓକିଲଙ୍କ  କହିବାନୁଯାୟୀ,  ୨୦୧୩ରେ ଉଭୟଙ୍କ ବିବାହ ହୋଇଥିଲା । ମେଜର୍ ସୌମ୍ୟରଞ୍ଜନ […]

major

major

Niharika Rout
  • Published: Saturday, 10 October 2020
  • Updated: 10 October 2020, 08:54 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲାରେ ଗିରଫ ହୋଇଥିବା ମେଜର୍ ସୌମ୍ୟରଞ୍ଜନ ପତି ଏବେ ପତ୍ନୀଙ୍କ ଉପରେ ଲଗାଇଛନ୍ତି ପାଲଟା ଅଭିଯୋଗ । ସୌମ୍ୟରଞ୍ଜନଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ତାଙ୍କ ଓକିଲ ଖଣ୍ଡନ କରିଛନ୍ତି । ଅପରପକ୍ଷେ ବିବାଦ ସୌମ୍ୟରଞ୍ଜନଙ୍କ ତରଫରୁ ନୁହେଁ, ବରଂ ତାଙ୍କ ପତ୍ନୀଙ୍କ ଦିଗରୁ ଆରମ୍ଭ ହୋଇଥିବା ସେ କହିଛନ୍ତି।

ସୌମ୍ୟରଞ୍ଜନଙ୍କ ଓକିଲଙ୍କ  କହିବାନୁଯାୟୀ,  ୨୦୧୩ରେ ଉଭୟଙ୍କ ବିବାହ ହୋଇଥିଲା । ମେଜର୍ ସୌମ୍ୟରଞ୍ଜନ ଅନ୍ୟ ରାଜ୍ୟରେ  କାର୍ଯ୍ୟରତ ଥିବା ବେଳେ ତାଙ୍କ ପତ୍ନୀ ଦିଲ୍ଲୀରେ ରହି ଚାକିରୀ କରୁଥିଲେ । ତେବେ ତାଙ୍କର ଅନ୍ୟ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବା ସୌମ୍ୟରଞ୍ଜନ ଅଭିଯୋଗ କରିଛନ୍ତି। ଏନେଇ  ଜାଣିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇ ବିବାହ ବିଚ୍ଛେଦ ନିମନ୍ତେ  କଥାବାର୍ତ୍ତା ହୋଇଥିଲା ।

ଉଭୟ ପତି-ପତ୍ନୀ ଅଲଗା ରହୁଥିବା ବେଳେ ଗତ କିଛି ମାସ ତଳେ ସୌମ୍ୟରଞ୍ଜନଙ୍କ ଘରକୁ ତାଙ୍କ ପତ୍ନୀ ଜବରଦସ୍ତି ଆସିଥିଲେ । ସେଠାରେ ତାଙ୍କ ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରିବା ଯୋଗୁଁ ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।

ସୌମ୍ୟରଞ୍ଜନଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ତାଙ୍କ ଓକିଲ ଖଣ୍ଡନ କରିଛନ୍ତି । ସେପଟେ ଏହି ଅଭିଯୋଗ ନେଇ ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ମିଳିପାରିନି । ଗିରଫ  ପରେ ସୌମ୍ୟରଞ୍ଜନଙ୍କୁ ଆର୍ମି କଷ୍ଟଡିକୁ ପଠାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story