ଆଜି ମହାପ୍ରଭୁଙ୍କ ମକର ଚୌରାସି ବେଶ

ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ମକର ସଂକ୍ରାନ୍ତି ନୀତି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ବିଧି ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଧନୁସଂକ୍ରାନ୍ତି ଦିନ ବାପଘରକୁ ଚାଲି ଯାଇଥିଲେ । ଫଳରେ ଏକ ମାସ ଧରି ମହାପ୍ରଭୁ ମା’ ଯଶୋମତୀଙ୍କ ହାତରୁ ପହିଲିଭୋଗ ପାଉଥିଲେ ଲକ୍ଷ୍ମୀ ଠାକୁରାଣୀ । ପିତ୍ରାଳୟରୁ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଧରି ବଡ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁଙ୍କ […]

puri

puri

Niharika Rout
  • Published: Friday, 14 January 2022
  • Updated: 14 January 2022, 08:11 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ମକର ସଂକ୍ରାନ୍ତି ନୀତି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ବିଧି ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଧନୁସଂକ୍ରାନ୍ତି ଦିନ ବାପଘରକୁ ଚାଲି ଯାଇଥିଲେ । ଫଳରେ ଏକ ମାସ ଧରି ମହାପ୍ରଭୁ ମା’ ଯଶୋମତୀଙ୍କ ହାତରୁ ପହିଲିଭୋଗ ପାଉଥିଲେ ଲକ୍ଷ୍ମୀ ଠାକୁରାଣୀ ।

ପିତ୍ରାଳୟରୁ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଧରି ବଡ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ଲାଗି ହୋଇଥାଏ । ଆଜି ମହାପ୍ରଭୁ ମକର ଚୌରାସି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ  । ଏଥର କୋଭିଡ୍ ଯୋଗୁଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇବେ ନାହିଁ ଭକ୍ତ । ସେପଟେ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଯାତ୍ରା ଯୋଗୁଁ ଆଜିଠାରୁ ଶୀତ କମିଥାଏ ଓ ଗରମ ବଢିଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story