ମାଖୁନୁ ବାଗ ହତ୍ୟା ମାମଲା: ହୋମଗାର୍ଡ ପ୍ରମୋଦ ସାହୁ ଗିରଫ

ସୋନପୁର: ମାଖୁନୁ ବାଗ ହତ୍ୟା ମାମଲାରେ ବରଗଡ ଜିଲ୍ଲା ଭେଡେନ ଥାନାର ହୋମଗାର୍ଡ ପ୍ରମୋଦ ସାହୁଙ୍କୁ ଉଲୁଣ୍ଡା ପୋଲିସ ଆଜି ଗିରଫ କରିଛି। ଏହାସହିତ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଛି। ଗତକାଲି ଥାନାର ଏସ୍ଆଇ ସୌମ୍ୟରଞ୍ଜନ ପାତ୍ର ଓ ଏଏସଆଇ ପୀତାମ୍ୱର ବେହେରାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ମାମଲାରେ ଏବେ ବି ଭେଡେନ୍ ଥାନାର ଓଆଇସି ସୁଶୀଲ୍ ନାୟକଙ୍କ ସମେତ ଆଉ ୪ କର୍ମଚାରୀ ଫେରାର ଅଛନ୍ତି। ଫେରାର ଓଆଇସି, ଗିରଫ ସୌମ୍ୟରଞ୍ଜନ […]

makhun-hatya-kanda

makhun-hatya-kanda

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 01:34 PM IST

Sports

Latest News

makhun-hatya-kandaସୋନପୁର: ମାଖୁନୁ ବାଗ ହତ୍ୟା ମାମଲାରେ ବରଗଡ ଜିଲ୍ଲା ଭେଡେନ ଥାନାର ହୋମଗାର୍ଡ ପ୍ରମୋଦ ସାହୁଙ୍କୁ ଉଲୁଣ୍ଡା ପୋଲିସ ଆଜି ଗିରଫ କରିଛି। ଏହାସହିତ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଛି। ଗତକାଲି ଥାନାର ଏସ୍ଆଇ ସୌମ୍ୟରଞ୍ଜନ ପାତ୍ର ଓ ଏଏସଆଇ ପୀତାମ୍ୱର ବେହେରାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ମାମଲାରେ ଏବେ ବି ଭେଡେନ୍ ଥାନାର ଓଆଇସି ସୁଶୀଲ୍ ନାୟକଙ୍କ ସମେତ ଆଉ ୪ କର୍ମଚାରୀ ଫେରାର ଅଛନ୍ତି। ଫେରାର ଓଆଇସି, ଗିରଫ ସୌମ୍ୟରଞ୍ଜନ ପାତ୍ର ଓ ପୀତାମ୍ବର ବେହେରାଙ୍କ ସମେତ ୪ ଜଣଙ୍କୁ ଗତକାଲି ବରଗଡ ଏସ୍.ପି. ନିଲମ୍ବନ କରିଥିଲେ। ଏହାସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଇବା ପାଇଁ ସେ ବରଗଡ ଜିଲ୍ଲା ଜଜଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୭ ତାରିଖରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅଧିକାରୀ ଏକ ମାମଲାରେ ଜେରା କରିବା ପାଇଁ ଦେକୁଲବା ଗାଁର ମାଖୁନୁ ବାଗଙ୍କୁ ଥାନାକୁ ଆଣିଥିଲା। ତା’ପରଠୁ ମାଖୁନୁ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ମାଖୁନୁଙ୍କର ପତ୍ତା ପାଇ ନ ଥିଲେ। ତେବେ ଘଟଣାର ଦୁଇ ମାସ ପରେ ସେପ୍ଟେମ୍ୱର ୨୪ ତାରିଖରେ ସୋନପୁର ଜିଲ୍ଲା ମେଟାକାନି ଜଙ୍ଗଲରୁ ଏକ କଙ୍କାଳ ମିଳିଥିଲା। ଏହା ପରେ ମାଖୁନୁଙ୍କର ପୁଅ ବିଜୁ ଉଲୁଣ୍ଡା ଥାନାରେ ଏକ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ତାଙ୍କ ବାପାଙ୍କୁ ଭେଡେନ ପୋଲିସ ହତ୍ୟା କରି ମେଟକାନି ଜଙ୍ଗଲରେ ଫୋପାଡି ଦେଇଛି। ଅଭିଯୋଗ ପାଇବା ପରେ ଉଲୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତା’ସହିତ କଙ୍କାଳଟିର ଡିଏନଏ ପରୀକ୍ଷା କରିଥିଲେ। ଡିଏନଏ ରିପୋର୍ଟରୁ କଙ୍କାଳଟି ମାଖୁନୁ ବାଗଙ୍କର ବୋଲି ପ୍ରମାଣିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story