ମାଲକାନଗିରି: ବନ୍ୟାରେ ଫସିଥିବା ୬ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ

ମାଲକାନଗିରି: ନିଶ୍ଚିତ ବିପଦରୁ ରକ୍ଷା ପାଇଲେ ୬ ଜଣ ପର୍ଯ୍ୟଟକ। ମାଲକାନଗିରି ଜିଲ୍ଲା ସୀମାନ୍ତ ତିରଥଗଡ଼ ପର୍ଯ୍ୟଟନ ସ୍ଥଳିରେ ବନ୍ୟାପାଣିରେ ଫସି ରହିଥିବା ୬ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଛତିଶଗଡ଼ ପୋଲିସ। ଏକ ଘରୋଇ ବ୍ୟାଙ୍କ ପରିଚାଳକଙ୍କ ସହ ୬ଜଣ ପର୍ଯ୍ୟଟକ ତିରଥଗଡ଼କୁ ବୁଲିବାକୁ ଆସିଥିଲେ। ଏମାନେ ପାହାଡ଼ ଉପରକୁ ଚଢ଼ିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ପାହାଡ଼ ମଝିରେ ଫସି ରହିଥିଲେ ସମସ୍ତ ପର୍ଯ୍ୟଟକ। ଛତିଶଗଡ଼ ପୋଲିସ […]

vlcsnap-2015-06-23-11h25m13s10

vlcsnap-2015-06-23-11h25m13s10

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 07:41 AM IST

Sports

Latest News

ମାଲକାନଗିରି: ନିଶ୍ଚିତ ବିପଦରୁ ରକ୍ଷା ପାଇଲେ ୬ ଜଣ ପର୍ଯ୍ୟଟକ। ମାଲକାନଗିରି ଜିଲ୍ଲା ସୀମାନ୍ତ ତିରଥଗଡ଼ ପର୍ଯ୍ୟଟନ ସ୍ଥଳିରେ ବନ୍ୟାପାଣିରେ ଫସି ରହିଥିବା ୬ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଛତିଶଗଡ଼ ପୋଲିସ। ଏକ ଘରୋଇ ବ୍ୟାଙ୍କ ପରିଚାଳକଙ୍କ ସହ ୬ଜଣ ପର୍ଯ୍ୟଟକ ତିରଥଗଡ଼କୁ ବୁଲିବାକୁ ଆସିଥିଲେ। ଏମାନେ ପାହାଡ଼ ଉପରକୁ ଚଢ଼ିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ପାହାଡ଼ ମଝିରେ ଫସି ରହିଥିଲେ ସମସ୍ତ ପର୍ଯ୍ୟଟକ। ଛତିଶଗଡ଼ ପୋଲିସ ୧୬ ଘଣ୍ଟା ପରିଶ୍ରମ କରି ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos