ମାଲକାନଗିରି: ୭୩ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ୨୫ ଜଣ ମହିଳାଙ୍କ ସମେତ ୭୩ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଏମାନେ ମାଥିଲି ଥାନା ଅନ୍ତର୍ଗତ ଦୁଲଦୁଲି ଓ ଗୁରୁପଦର ଗ୍ରାମର ବୋଲି ଜଣାପଡ଼ିଛି। ଆତ୍ମସମର୍ପଣ କରିଥିବା ମାଓ ସମର୍ଥକମାନେ ଦରୱା ଡିଭିଜନ ପାଇଁ କାମ କରୁଥିଲେ। ମାସକ ମଧ୍ୟରେ ମାଥିଲି ଥାନା ଅଞ୍ଚଳରୁ ୧୦୦୦ରୁ ଊର୍ଦ୍ଧ୍ୱ ମାଓ ସମର୍ଥକ ଆତ୍ମ ସମର୍ପଣ କରି ସାରିଲେଣି। ସମସ୍ତଙ୍କୁ ନିୟମ ଅନୁସାରେ ସରକାରୀ ସହାୟତ ଯୋଗଇ ଦିଆଯିବ ବୋଲି […]

malkangiri-mao

malkangiri-mao

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 10:06 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ୨୫ ଜଣ ମହିଳାଙ୍କ ସମେତ ୭୩ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଏମାନେ ମାଥିଲି ଥାନା ଅନ୍ତର୍ଗତ ଦୁଲଦୁଲି ଓ ଗୁରୁପଦର ଗ୍ରାମର ବୋଲି ଜଣାପଡ଼ିଛି।

ଆତ୍ମସମର୍ପଣ କରିଥିବା ମାଓ ସମର୍ଥକମାନେ ଦରୱା ଡିଭିଜନ ପାଇଁ କାମ କରୁଥିଲେ। ମାସକ ମଧ୍ୟରେ ମାଥିଲି ଥାନା ଅଞ୍ଚଳରୁ ୧୦୦୦ରୁ ଊର୍ଦ୍ଧ୍ୱ ମାଓ ସମର୍ଥକ ଆତ୍ମ ସମର୍ପଣ କରି ସାରିଲେଣି।

ସମସ୍ତଙ୍କୁ ନିୟମ ଅନୁସାରେ ସରକାରୀ ସହାୟତ ଯୋଗଇ ଦିଆଯିବ ବୋଲି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story