ମାଲକାନଗିରି: କାଲିମେଳାରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି

ମାଲକାନଗିରି: କାଲିମେଳା ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପଞ୍ଚାୟତର କାଲିମେଳା, ଏମ.ପି.ଭି-୩୫, ଏମଭି-୬୮ ଓ ଏମପିଭି-୧୨୫ ଆଦି ଗ୍ରାମରେ ଏହା ବ୍ୟାପକ ରୂପ ନେଇଛି । ଏହି ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଝାଡାବାନ୍ତି ଆକ୍ରାନ୍ତ ରୋଗୀ କାଳିମେଳା ଡାକ୍ତରଖାନାରେ ଚିକିତ୍ସିତ ହୋଇ ସାରିଲେଣି । ଆହୁରି ବହୁ ଲୋକ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବର୍ଷାଦିନେ ଦୂଷିତ ଖାଦ୍ୟ ଓ ପାନୀୟ ଜଳ ଯୋଗୁଁ ଏପରି ଝାରାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି ।

malkangiri

malkangiri

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 12:22 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story