ମାଲକାନଗିରି : ଏନ୍ଏମଡିସି ପ୍ଲାଣ୍ଟ ଉପରେ ମାଓବାଦୀ ଆକ୍ରମଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କିରଦଡୋଲରେ ଥିବା ଏନ୍ଏମଡିସି ପ୍ଲାଣ୍ଟ ଉପରେ ମାଓବାଦୀମାନେ ଗତକାଲି ପୁଣିଥରେ ହିଂସାକାଣ୍ଡ ଘଟାଇଛନ୍ତି। ୫୦ରୁ ଅଧିକ ମାଓବାଦୀ ପ୍ଲାଣ୍ଟ ଉପରେ ଆକ୍ରମଣ କରିଛନ୍ତି। ପ୍ଲାଣ୍ଟର କୋଟି କୋଟି ଟଙ୍କାର ମୁଲ୍ୟବାନ ଯନ୍ତ୍ରପାତିରେ ନିଆଁ ଲଗାଇ ପୋଡି ଦେଇଛନ୍ତି।

mao

mao

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 02:33 AM IST

Sports

Latest News

mao ଜମି ଅଧିଗ୍ରହଣ ବିଲକୁ ସେମାନେ ବିରୋଧ କରିଛନ୍ତି। ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଦେଇଛନ୍ତି। ପୋଷ୍ଟରରେ ଦକ୍ଷିଣ ଡିଭିଜନାଲ କମିଟି ଘଟାଇଥିବା ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story