ମାଲକାନଗିରି: ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିଶୁମାନଙ୍କ ଜୀବନ ଉପରେ ଯେମିତି କଳା ବାଦଳ ଘୋଟି ଯାଇଛି। ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ପ୍ରତିଦିନ ଗୋଟେ ପରେ ଗୋଟେ ପିଲା ଟଳି ପଡୁଥିବା ବେଳେ ଆଜି ପୋଖରୀରେ ବୁଡ଼ି ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଦୁଇ ଶିଶୁ ହେଲେ ମାଥିଲ ବ୍ଲକ ସାନକୋରାପାଲି ଗାଁରେ ରଞ୍ଜିତା କୋପେ (୭) ଏବଂ ତା’ର ସାନ ଭାଇ ଅକ୍ଷୟ କୋପେ। ଉଭୟ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ଭାଉଭଉଣୀ ଶୌଚ ହେବାକୁ […]

malkangiri

malkangiri

Rakesh Mallick
  • Published: Friday, 11 November 2016
  • Updated: 11 November 2016, 11:09 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିଶୁମାନଙ୍କ ଜୀବନ ଉପରେ ଯେମିତି କଳା ବାଦଳ ଘୋଟି ଯାଇଛି। ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ପ୍ରତିଦିନ ଗୋଟେ ପରେ ଗୋଟେ ପିଲା ଟଳି ପଡୁଥିବା ବେଳେ ଆଜି ପୋଖରୀରେ ବୁଡ଼ି ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଦୁଇ ଶିଶୁ ହେଲେ ମାଥିଲ ବ୍ଲକ ସାନକୋରାପାଲି ଗାଁରେ ରଞ୍ଜିତା କୋପେ (୭) ଏବଂ ତା’ର ସାନ ଭାଇ ଅକ୍ଷୟ କୋପେ। ଉଭୟ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି।

ଗତକାଲି ରାତିରେ ଭାଉଭଉଣୀ ଶୌଚ ହେବାକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପୋଖରୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ।

ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ବୁଡି ଯିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story