ଶତାଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଶତାଧିକ ମାଓ ସମର୍ଥକ କରିଛନ୍ତି। ସେମାନେ ସମସ୍ତେ କାଲିମେଳା ଥାନା କୁରୁବ ଓ ମାରିଗୋଟା ଗାଁର ହୋଇଥିବା ବେଳେ କାଲିମେଳା ଦଳମ ପାଇଁ କାମ କରୁଥିଲେ। ସେହିପରି ଗତ ମାର୍ଚ୍ଚ ମାସରେ ଶତାଧିକ ମାଓ ସମର୍ଥକ ମାଥିଲି ଥାନାରେ ଆତ୍ମସମର୍ପଣ କରିଥିଲେ। ସେମାନେ ସମସ୍ତେ ବାରା ଗାଁର ବାସିନ୍ଦା। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମାଓ ସମର୍ଥକମାନେ ଆତ୍ମସମର୍ପଣ କରୁଛନ୍ତି ବୋଲି କହିଥିଲେ।

malkangiri

malkangiri

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 04:06 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଶତାଧିକ ମାଓ ସମର୍ଥକ କରିଛନ୍ତି। ସେମାନେ ସମସ୍ତେ କାଲିମେଳା ଥାନା କୁରୁବ ଓ ମାରିଗୋଟା ଗାଁର ହୋଇଥିବା ବେଳେ କାଲିମେଳା ଦଳମ ପାଇଁ କାମ କରୁଥିଲେ।

ସେହିପରି ଗତ ମାର୍ଚ୍ଚ ମାସରେ ଶତାଧିକ ମାଓ ସମର୍ଥକ ମାଥିଲି ଥାନାରେ ଆତ୍ମସମର୍ପଣ କରିଥିଲେ। ସେମାନେ ସମସ୍ତେ ବାରା ଗାଁର ବାସିନ୍ଦା। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମାଓ ସମର୍ଥକମାନେ ଆତ୍ମସମର୍ପଣ କରୁଛନ୍ତି ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story