ମାଲକାନଗିରିରେ ଅଜଣା ରୋଗ ଆତଙ୍କ: ୩୦ ଶିଶୁ ଆକ୍ରାନ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗର ଆତଙ୍କ। ପୁରୁଣା ଓରକେଲ ଗାଁରେ ଶିଶୁମାନଙ୍କୁ ପ୍ରଥମେ ଥଣ୍ଡା,କାଶ ହେବା ପରେ ଜ୍ୱର ହୋଇଛି। ଏଭଳି ୩୦ରୁ ଅଧିକ ଶିଶୁ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଗତ ୫ଦିନ ହେବ ଏହି ଜ୍ୱର ବ୍ୟାପୁଛି। ଏଥିରେ ଅଧିକ ଆକ୍ରନ୍ତ ହେଇଛିନ୍ତି ଛୋଟ ଛୋଟ ଶିଶୁ। ଜ୍ୱର ହୋଇଥିବା ଜଣାପଡିବା ପରେ ବାଲିମେଳା ଓ କୋରକେଣ୍ଡାରୁ ଦୁଇଟି ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ସମସ୍ତ ଶିଶୁ […]

malkangiri

malkangiri

Rakesh Mallick
  • Published: Monday, 29 June 2015
  • Updated: 29 June 2015, 02:17 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗର ଆତଙ୍କ। ପୁରୁଣା ଓରକେଲ ଗାଁରେ ଶିଶୁମାନଙ୍କୁ ପ୍ରଥମେ ଥଣ୍ଡା,କାଶ ହେବା ପରେ ଜ୍ୱର ହୋଇଛି। ଏଭଳି ୩୦ରୁ ଅଧିକ ଶିଶୁ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଗତ ୫ଦିନ ହେବ ଏହି ଜ୍ୱର ବ୍ୟାପୁଛି। ଏଥିରେ ଅଧିକ ଆକ୍ରନ୍ତ ହେଇଛିନ୍ତି ଛୋଟ ଛୋଟ ଶିଶୁ। ଜ୍ୱର ହୋଇଥିବା ଜଣାପଡିବା ପରେ ବାଲିମେଳା ଓ କୋରକେଣ୍ଡାରୁ ଦୁଇଟି ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ସମସ୍ତ ଶିଶୁ ମାନଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଛି। ପାଣି ପାଗରେ ପରିବର୍ତ୍ତନରୁ ଏପରି ହୋଇଛି। ଖୁବଶୀଘ୍ର ପରିସ୍ଥିତି ନିୟନ୍ତ୍ରାଣାଧୀନ ହେବ ବୋଲି ଡାକ୍ତରୀ ଦଳ କହିଛି। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଦିକ ବିଜୟ ଖଟେଇ କହିଛନ୍ତି ଯେ ଆକ୍ରାନ୍ତ ପିଲାମାନଙ୍କୁ ମ୍ୟାଲେରିଆ ହୋଇନାହିଁ। ରକ୍ତପରୀକ୍ଷାରୁ ଏହା ଜଣାପଡ଼ିଛି। ତେଣୁ ବର୍ଷା ଦିନିଆ ଥଣ୍ଡା ଜ୍ୱର ହୋଇଛି। ପାଗ ବଦଳିବା ଯୋଗୁ ତଥା ପିଲାମାନେ ବର୍ଷାରେ ଅଧିକ ବୁଲାବୁଲି କରି ଜରରେ ପଡ଼ିଯାଇଛନ୍ତି। ଆସନ୍ତା ୭ ଦିନ ଧରି ଏହି ଗାଁକୁ ଡାକ୍ତରୀ ଟିମ୍ ଓ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଆସିବେ ଏବଂ ଚିକିତ୍ସା ଜାରି ରହିବ।

ସୂଚନାଯୋଗ୍ୟ, ଗତବର୍ଷ ଏହି ଗାଁରେ ସରକାରୀ ହିସାବରେ ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ବେସରକାରୀ ଭାବେ ୧୧ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story