ମାଲକାନଗିରି:ବିଛିନ୍ନାଞ୍ଚଳରେ ଚାଲିଛି ବେଧଡ଼କ ଗଞ୍ଜେଇ ଚାଷ

ମାଲକାନଗିରି:ରାଜ୍ୟରେ ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ପାଇଁ ପ୍ରସ୍ତୁତ ହେଉଛି ଯୋଜନା ପରେ ଯୋଜନା। ସାଟେଲାଇଟ୍ ସହାୟତାରେ ଗଞ୍ଜେଇ ଚାଷ ଅଂଚଳ ଚିହ୍ନଟ କରି ତାକୁ ନଷ୍ଟ କରିବା ପାଇଁ ମାଷ୍ଟରପ୍ଲାନ ବି ତିଆରି ହୋଇଛି। କିନ୍ତୁ କିଛି ଅଞ୍ଚଳରେ ଫଳ ଶୂନ୍। ମାଓବାଦୀଙ୍କ ପ୍ରୋତ୍ସାହନରେ ଲାଲଗଡରେ ବେଧଡକ ହଜାର ହଜାର ହେକଟର ଜମିରେ ହେଉଛି ଗଞ୍ଜେଇ ଚାଷ। ମାଲକାନଗିରି ଜିଲ୍ଲାର ଅପହଞ୍ଚ ଇଲାକା ହେଉଛି ବିଛିନ୍ନାଞ୍ଚଳ। ବିଛିନ୍ନାଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ଚାଲିଛି ଗଞ୍ଜେଇ […]

ganja

ganja

Rakesh Mallick
  • Published: Friday, 20 November 2015
  • Updated: 20 November 2015, 02:49 PM IST

ମାଲକାନଗିରି:ରାଜ୍ୟରେ ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ପାଇଁ ପ୍ରସ୍ତୁତ ହେଉଛି ଯୋଜନା ପରେ ଯୋଜନା। ସାଟେଲାଇଟ୍ ସହାୟତାରେ ଗଞ୍ଜେଇ ଚାଷ ଅଂଚଳ ଚିହ୍ନଟ କରି ତାକୁ ନଷ୍ଟ କରିବା ପାଇଁ ମାଷ୍ଟରପ୍ଲାନ ବି ତିଆରି ହୋଇଛି। କିନ୍ତୁ କିଛି ଅଞ୍ଚଳରେ ଫଳ ଶୂନ୍। ମାଓବାଦୀଙ୍କ ପ୍ରୋତ୍ସାହନରେ ଲାଲଗଡରେ ବେଧଡକ ହଜାର ହଜାର ହେକଟର ଜମିରେ ହେଉଛି ଗଞ୍ଜେଇ ଚାଷ।

ମାଲକାନଗିରି ଜିଲ୍ଲାର ଅପହଞ୍ଚ ଇଲାକା ହେଉଛି ବିଛିନ୍ନାଞ୍ଚଳ। ବିଛିନ୍ନାଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ଚାଲିଛି ଗଞ୍ଜେଇ ଚାଷ। ପ୍ରଶାସନ ଯେମିତି ଏ ଅଂଚଳରେ ଅପହଞ୍ଚ, ଠିକ୍ ସେମିତି ପୋଲିସ ଓ ଅବକାରୀ ବିଭାଗ ବି ପହଞ୍ଚି ପାରୁନି ଏଠି। ଚାଲିଛି ଗଞ୍ଜେଇ ମାଫିଆଙ୍କ ରାଜ୍। ମୋଟା ଅଙ୍କର ଚାନ୍ଦା ନେଉଛନ୍ତି ମାଓବାଦୀ। ଆଉ ସବୁ ପ୍ରକାର ସହାୟତା ବି ଯୋଗାଇ ଦେଉଛନ୍ତି ଗଞ୍ଜେଇ ଚାଷ ପାଇଁ। ଅନ୍ୟପକ୍ଷରେ ବିଛିନ୍ନାଞ୍ଚଳ ଲୋକଙ୍କ ପାଖରେ ବିକଳ୍ପ ନାହିଁ। ପାହାଡ ଉପରେ ରହୁଥିବାରୁ ଧାନ କିମ୍ୱା ଅନ୍ୟ ଅର୍ଥକାରୀ ଫସଲ ହେଉନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ଗଞ୍ଜେଇ ଚାଷ କରୁଥିବା ଚାଷୀ କହୁଛନ୍ତି।

ଗତବର୍ଷ ୩ ହଜାର ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଲାଗି ଟାର୍ଗେଟ୍ ରଖାଯାଇଥିବା ବେଳେ ୩ ହଜାର ୭ଶହ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳତା ମିଳିଥିଲା। ହେଲେ ବିଛିନ୍ନାଞ୍ଚଳର ହେଉଥିବା ଗଞ୍ଜେଇ ଚାଷକୁ ଦେଖିଲେ ଅନୁଭବ ହେଉଛି ଯେ ପୋଲିସ ଓ ଅବକାରୀ ବିଭାଗକୁ ଏଠି ମିଳିନି ସଫଳତା।

 କେବଳ ମାଲକାନଗିରି ନୁହେଁ ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି, ଅନୁଗୁଳ, ଦେବଗଡ଼ ଓ ସମ୍ୱଲପୁର ଜିଲ୍ଲା ପାଲଟିଛି ଗଞ୍ଜେଇର ପେଣ୍ଠସ୍ଥଳୀ। ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି ମାଓବାଦୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story