ଭଉଣୀ ଆତ୍ମହତ୍ୟାର ମ୍ରିୟମାଣ ଧରମ ଭାଇ ବାଛିନେଲେ ଶେଷ ରାସ୍ତା

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଭଉଣୀ ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ଧରମ ଭାଇ ରଶି ଲଗାଇ ଝୁଲିପଡ଼ିଲେ। ଆଜି ଦିନ ଦି’ପହରରେ ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣା ଗାଁରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବାଲିପାଟଣା ଗାଁର ଅକ୍ଷୟ ସାମଲ ପେଶାରେ ଜଣେ ରାଜମିସ୍ତ୍ରୀ। ଆଜି ଦି’ପ୍ରହରରେ ତାଙ୍କ ସ୍ତ୍ରୀ କବିତା ସାମଲ୍‌ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖି ଅକ୍ଷୟ ତାଙ୍କୁ ସଙ୍ଗେ ସଙ୍ଗେ […]

jagatsinghpur

jagatsinghpur

Manoranjan Sial
  • Published: Thursday, 21 November 2019
  • Updated: 21 November 2019, 05:55 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଭଉଣୀ ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ଧରମ ଭାଇ ରଶି ଲଗାଇ ଝୁଲିପଡ଼ିଲେ। ଆଜି ଦିନ ଦି’ପହରରେ ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣା ଗାଁରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବାଲିପାଟଣା ଗାଁର ଅକ୍ଷୟ ସାମଲ ପେଶାରେ ଜଣେ ରାଜମିସ୍ତ୍ରୀ। ଆଜି ଦି’ପ୍ରହରରେ ତାଙ୍କ ସ୍ତ୍ରୀ କବିତା ସାମଲ୍‌ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖି ଅକ୍ଷୟ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲେ। ପରେ କବିତାଙ୍କ ଧରମ ଭାଇ ବୁଲୁ ମଲ୍ଲିକଙ୍କୁ ଖବର ଦେଇଥିଲେ। ଅକ୍ଷୟ ଓ ବୁଲୁ ମିଶି କବିତାଙ୍କୁ ଗୁରୁତର ଅବସ୍ଥାରେ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କବିତା ମରିଯାଇଥିବା ଖବର ପାଇ ବୁଲୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ମରଶରୀର ପାଖରେ ବସି କିଛି ସମୟ କାନ୍ଦି ଥିଲେ। ପରେ କେଉଁ ଆଡେ ଚାଲି ଯାଇଥିଲେ। ତେବେ କିଛି ସମୟ ପରେ ଦେଖିବାକୁ ମିଳିଲା, ବୁଲୁ ମେଡ଼ିକାଲ୍‌ ପଛ ପାର୍ଶ୍ୱରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story