ପ୍ରେମ ଜାଲରେ ଫସାଇ ପ୍ରେମିକାଙ୍କୁ ହତ୍ୟା କରି ଫିଙ୍ଗିଦେଲା ପ୍ରେମିକ!

ବାରିପଦା (ମାଣିକ୍‌ଲାଲ ପାଣି): କଲେଜରେ ପଢ଼ୁଥିବା ବେଳେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଆଉ ତା’ ସହ ସଂସାର ଗଢ଼ିବା ପାଇଁ ସ୍ବପ୍ନ ଦେଖୁଥିଲେ ପ୍ରେମିକା। ହେଲେ ଧୋକ୍କାବାଜ ପ୍ରେମିକ ନିଜର ସାଥୀଙ୍କ ସହ ମିଶି ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱରରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଚୁମ୍‌କି (ଛଦ୍ମନାମ)ଙ୍କୁ ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକ ଭଲ ପାଉଥିଲେ। […]

MAN-ALLEGEDLY-KILLED-HIS-LOVER-AND-DUMPED-HER-BODY-IN-A-JUNGLE

Manoranjan Sial
  • Published: Saturday, 08 June 2019
  • Updated: 08 June 2019, 06:59 PM IST

Sports

Latest News

ବାରିପଦା (ମାଣିକ୍‌ଲାଲ ପାଣି): କଲେଜରେ ପଢ଼ୁଥିବା ବେଳେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଆଉ ତା’ ସହ ସଂସାର ଗଢ଼ିବା ପାଇଁ ସ୍ବପ୍ନ ଦେଖୁଥିଲେ ପ୍ରେମିକା। ହେଲେ ଧୋକ୍କାବାଜ ପ୍ରେମିକ ନିଜର ସାଥୀଙ୍କ ସହ ମିଶି ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱରରୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଚୁମ୍‌କି (ଛଦ୍ମନାମ)ଙ୍କୁ ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକ ଭଲ ପାଉଥିଲେ। ପ୍ରେମିକ ପ୍ରବର ଜଣେ ସରକାରୀ କର୍ମଚାରୀ। ସେ ଅନେକ ସମୟରେ ପ୍ରେମିକାଙ୍କ ଘରକୁ ଯିବାଆସିବା କରୁଥିଲେ। ତେବେ ଗତ ଫେବ୍ରୁଆରୀ ୧୬ ତାରିଖରେ ଚୁମ୍‌କି ପରୀକ୍ଷା ଦେବା ପାଇଁ କଲେଜ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେ ନାହିଁ। ପରୀକ୍ଷା ପରେ ଚୁମ୍‌କିଙ୍କୁ ତାଙ୍କ ପ୍ରେମିକ ଅପହରଣ କରିନେଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା। ପରେ ପରିବାର ଲୋକେ ବାଲେଶ୍ୱର ଏସ୍‌ପିଙ୍କ ପାଖରେ ଗୁହାରି କରିଥିଲେ।

ଏସ୍‌ପିଙ୍କ ନିର୍ଦ୍ଦେଶରେ ଥାନା ବାବୁ ମାମଲା ରୁଜୁ କରି ଚୁପ୍‌ ବସିଗଲେ। ହେଲେ ଚୁମ୍‌କିଙ୍କୁ ଖୋଜାଖୋଜି କଲେ ନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପଟେ ଚୁମ୍‌କିଙ୍କୁ ନପାଇ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ପୁଲିସଠାରୁ ନିରାଶ ହେବା ପରେ ଝିଅକୁ ଚାରିଆଡ଼େ ଖୋଜାଖୋଜି କରିଥିଲେ। ମାତ୍ର ଚୁମ୍‌କିଙ୍କ ପତ୍ତା ପାଇନଥିଲେ।

ଗତ ମାର୍ଚ୍ଚ ୨ ତାରିଖରେ ଚୁମ୍‌କିଙ୍କ ଘରଠାରୁ ୫୦ କିମି ଦୂର ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଜଙ୍ଗଲରୁ ଜଣେ ଯୁବତୀଙ୍କ ହାଡ଼କଙ୍କାଳ ମିଳିଥିଲା। ପୁଲିସ ହାଡ଼କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏପରିକି ହାଡ଼କଙ୍କାଳ ନିକଟରେ ମିଳିଥିବା ପୋଷାକ, ଚପଲ ଓ କାନଫୁଲ ସମ୍ପର୍କରେ ଉଭୟ ଜିଲ୍ଲା (ବାଲେଶ୍ୱର-ମୟୂରଭଞ୍ଜ) ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଚାର କରାଯାଇଥିଲା ଓ ସମ୍ପୃକ୍ତ ମୃତକ କିଏ ବୋଲି ଚିହ୍ନିବାକୁ କୁହାଯାଇଥିଲା। ଏହାପରେ ପରିବାର ଲୋକେ ଚୁମ୍‌କିଙ୍କୁ ଚିହ୍ନିଥିଲେ।

ସମ୍ପୃକ୍ତ ଯୁବକ ତାଙ୍କର କିଛି ସାଥୀଙ୍କ ସହ ମିଶି ଚୁମ୍‌କିଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏଥିପାଇଁ ସଦର ଓ ସିଂଲା ପୁଲିସ ଘଟଣାରେ ତଦନ୍ତ କରି ସମ୍ପୃକ୍ତ ଯୁବକକୁ ଅଟକ ରଖିଛି। ଡିଏନ୍‌ଏ ଟେଷ୍ଟ କରାଗଲେ ମୃତକଙ୍କ ପ୍ରକୃତ ପରିଚୟ ମିଳିପାରିବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story