ରାତିରେ ଜଙ୍ଗଲକୁ ନେଇ ମାରି ଦେଲା

ସମ୍ବଲପୁର(ସଞ୍ଜୟ ଜେନା): ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ପୁଲିସ୍ ଜଣେ ବ୍ୟକ୍ତିକୁ ଗିରଫ କରିଛି। ତା ନାଁ ଚଗଲା ସେଠୀ। ତା’ ଘର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗାଁରେ। ମୃତ ମହିଳାଙ୍କ ନାଁ ସୁଲୋଚନା ସେଠୀ। ଅକ୍ଟୋବର ୩୦ ତାରିଖ ରାତିରେ ଚଗଲା ତାଙ୍କୁ ଗାଁ ପାଖ ଜଙ୍ଗଲକୁ ନେଇ ହତ୍ୟା କରିଥିବା ପୁଲିସ୍ ଆଗରେ କହିଛି। ଚଗଲାଠାରୁ ସବୁ ଶୁଣିବା ପରେ ଗତକାଲି ପୁଲିସ୍ ଜଙ୍ଗଲରୁ ସୁଲୋଚନାଙ୍କ ଗଳିତ ମୃତଦେହ ଜବତ […]

accused

accused

Jitendra Garnayak
  • Published: Sunday, 04 November 2018
  • Updated: 04 November 2018, 10:02 AM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା): ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ପୁଲିସ୍ ଜଣେ ବ୍ୟକ୍ତିକୁ ଗିରଫ କରିଛି। ତା ନାଁ ଚଗଲା ସେଠୀ। ତା’ ଘର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗାଁରେ।

ମୃତ ମହିଳାଙ୍କ ନାଁ ସୁଲୋଚନା ସେଠୀ। ଅକ୍ଟୋବର ୩୦ ତାରିଖ ରାତିରେ ଚଗଲା ତାଙ୍କୁ ଗାଁ ପାଖ ଜଙ୍ଗଲକୁ ନେଇ ହତ୍ୟା କରିଥିବା ପୁଲିସ୍ ଆଗରେ କହିଛି।
ଚଗଲାଠାରୁ ସବୁ ଶୁଣିବା ପରେ ଗତକାଲି ପୁଲିସ୍ ଜଙ୍ଗଲରୁ ସୁଲୋଚନାଙ୍କ ଗଳିତ ମୃତଦେହ ଜବତ କରିଥିଲା।

ସୁଲୋଚନାଙ୍କୁ ହତ୍ୟା କରିବା ପରେ ଚଗଲା ଚୁପ୍ ଥିଲା। କିଛି କହୁ ନଥିଲା। ଗାଁ ଲୋକେ ବି ସୁଲୋଚନାଙ୍କୁ ଖୋଜାଖୋଜି କରି ପାଇ ନଥିଲେ।

ତନ୍ତ୍ରମନ୍ତ୍ର ପାଇଁ ସୁଲୋଚନାଙ୍କୁ ବଳି ଦିଆଯାଇଥିବା ଗାଁ ଲୋକେ ଅଭିଯୋଗ କରିବା ସହିତ ଚଗଲାକୁ ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲେ। ଫଳରେ କିଛି ସମୟ ପାଇଁ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା କହିଛନ୍ତି ଯେ ଏହା ବଳି ନୁହେଁ, ଅଭିଯୁକ୍ତର ମାନସିକ ବିକୃତି ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story