ତଳେ ପଡ଼ିଥିଲେ ବାପା, ଭୋ ଭୋ ହୋଇ କାନ୍ଦୁଥିଲେ ଝିଅ

ଭଦ୍ରକ (ପାର୍ଥସାରଥୀ ନାୟକ): ଢ଼ୋ ଢ଼ୋ ଖରା। ସହରର ନିର୍ଜନ ରାସ୍ତାରେ ଜଣଙ୍କ ଗେଟ୍‌ ଆଗରେ ଚେତା ହରାଇ ତଳେ ପଡ଼ିଥିଲେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି। ଆଉ ତାଙ୍କ ପାଖରେ ଭୋ ଭୋ ହୋଇ କାନ୍ଦୁଥିଲେ ଜଣେ ଝିଅ। ଝିଅର କାନ୍ଦ ଶୁଣି ଆଖପାଖ ଲୋକ ସେଠାକୁ ଧାଇଁ ଆସିଥିଲେ। ବୁଝାବୁଝି କରୁକରୁ ସେମାନେ ବାପ ଓ ଝିଅ ବୋଲି ଜଣାପଡ଼ିଥିଲା। ପୂରା ଘଟଣାଟି ଏମିତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁରରେ ଜଣଙ୍କ ଗେଟ୍‌ ଆଗରେ […]

Soro

Soro

Manoranjan Sial
  • Published: Friday, 22 April 2022
  • Updated: 22 April 2022, 04:31 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ଢ଼ୋ ଢ଼ୋ ଖରା। ସହରର ନିର୍ଜନ ରାସ୍ତାରେ ଜଣଙ୍କ ଗେଟ୍‌ ଆଗରେ ଚେତା ହରାଇ ତଳେ ପଡ଼ିଥିଲେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି। ଆଉ ତାଙ୍କ ପାଖରେ ଭୋ ଭୋ ହୋଇ କାନ୍ଦୁଥିଲେ ଜଣେ ଝିଅ। ଝିଅର କାନ୍ଦ ଶୁଣି ଆଖପାଖ ଲୋକ ସେଠାକୁ ଧାଇଁ ଆସିଥିଲେ। ବୁଝାବୁଝି କରୁକରୁ ସେମାନେ ବାପ ଓ ଝିଅ ବୋଲି ଜଣାପଡ଼ିଥିଲା।

ପୂରା ଘଟଣାଟି ଏମିତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁରରେ ଜଣଙ୍କ ଗେଟ୍‌ ଆଗରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଚେତା ହରାଇ ତଳେ ପଡ଼ିଥିଲେ। ଆଉ ତାଙ୍କ ପାଖରେ ଜଣେ ୧୫ ବର୍ଷୀୟା ଝିଅ ଧକେଇ ହୋଇ କାନ୍ଦୁଥିଲେ। ଅଳ୍ପ ଦୂରରେ ଗୋଟିଏ ଖାଲି ଥଣ୍ଡା ପାନୀୟ ବୋତଲ ପଡ଼ିଥିଲା। ଢ଼ୋ ଢ଼ୋ ଖରାବେଳେ ବିଚ୍‌ ରାସ୍ତାରେ ଏପରି ଚିତ୍ର ଦେଖି ସ୍ଥାନୀୟ ଲୋକେ ପ୍ରଥମେ କିଛି ବୁଝି ପାରିନଥିଲେ। ପରେ ବାପ-ଝିଅଙ୍କୁ ୧୦୮ ଆମ୍ୱୁଲାନ୍ସରେ ଉଦ୍ଧାର କରି ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ବାପାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଝିଅ ସୁସ୍ଥ ଥିବା ଜଣାପଡ଼ିଛି। କୌଣସି କଥାକୁ ନେଇ ବାପ-ଝିଅ ବିଷ ପିଇ ଦେଇଥିବା ଆଲୋଚନା ହେଉଛି। ବାପ-ଝିଅ ମେଡିକାଲ୍‌ରେ ଭର୍ତ୍ତି ହେବାର କିଛି ସମୟ ପରେ ଜଣେ ମହିଳା ସେଠାରେ ପହଞ୍ଚିଲେ। ସେ ନିଜକୁ ଗୁରୁତର ଅସୁସ୍ଥ ଥିବା ପୁରୁଷଙ୍କ ସ୍ତ୍ରୀ ବୋଲି ପରିଚୟ ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ସେମାନେ କିଏ? ସେମାନଙ୍କ ଘର କେଉଁଠି?

ପଚରା ପଚରିରୁ ଜଣାପଡ଼ିଛି, ସେମାନଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ। ୧୫ ବର୍ଷୀୟା ଝିଅ ଜଣକ +୨ରେ ପାଠ ପଢ଼ନ୍ତି। ତାଙ୍କୁ ତାଙ୍କ ଗାଁରେ ଜଣେ ଦୁଇଟି ଛୁଆର ବାପା ଏକତରଫା ପ୍ରେମ କରେ। ଛାତ୍ରୀ ଜଣକ ଏହାକୁ ବିରୋଧ କରିଆସୁଛନ୍ତି। ସେଥିପାଇଁ ଉକ୍ତ ବ୍ୟକ୍ତି ତାଙ୍କୁ ନାନା ହଇରାଣ କରୁଛନ୍ତି। ଏନେଇ ପରିବାର ଲୋକେ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ପରିବାର ଲୋକେ ସବୁବେଳେ ଝିଅକୁ କଲେଜ ନେବା ଆଣିବା କରନ୍ତି।

ଗତ ୧୯ ତାରିଖରେ ଛାତ୍ରୀ ଜଣକ ଏକାକୀ କଲେଜ ଯାଇଥିଲେ। ଏକଥା ଜାଣିପାରି ସମ୍ପୃକ୍ତ ବ୍ୟକ୍ତି ତାଙ୍କ ପଛେ ପଛେ କଲେଜ ଯାଇଥିଲା ଓ ତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର କୌଶଳ କରି ଛାତ୍ରୀ ଜଣକ ଖସି ଆସିଥିଲେ ବୋଲି ଆଲୋଚନା ହେଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ସେମାନଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ହୋଇଥିବା ବେଳେ ଭଦ୍ରକ ଆସିଥିଲେ କାହିଁକି? ଏମିତି କଣ ହେଲା ଯେ ସେମାନେ ବିଷ ପିଇଦେଲେ? ଏହି ଘଟଣା ଦିନ ଦି’ ପହରରେ ଜଣଙ୍କ ଘର ଆଗରେ କାହିଁକି ଘଟିଲା? ଏପରି ନାନା ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଏନେଇ ଝିଅ କିଛି କହୁଛନ୍ତି ନା ତାଙ୍କ ମାଆ ମୁହଁ ଖୋଲୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story