ଯୁବତୀଙ୍କ ଅଶ୍ଲୀଳ ଫଟୋ ଉଠାଇବାକୁ ବାଧ୍ୟ କରି ଯୁବକ ଗିରଫ ହେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ଯୁବତୀ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ ନିଜକୁ ଆସିଷ୍ଟାଣ୍ଟ ପ୍ରଡ୍ୟୁସର କହୁଥିବା ଜେ.ଡି. ରାଉତ ନାମକ ଯୁବକଙ୍କୁ ଗିରଫ କରିଛି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ ପାଇଁ ସୁଯୋଗ ଦେବେ ବୋଲି ଜେ.ଡି.ରାଉତ ତାଙ୍କୁ ପ୍ରଲୋଭନ ଦେଖାଇଥିଲେ। […]

man-arrested-for-cheating-an-aspirant-actor

Manoranjan Sial
  • Published: Thursday, 11 July 2019
  • Updated: 11 July 2019, 09:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ଯୁବତୀ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ ନିଜକୁ ଆସିଷ୍ଟାଣ୍ଟ ପ୍ରଡ୍ୟୁସର କହୁଥିବା ଜେ.ଡି. ରାଉତ ନାମକ ଯୁବକଙ୍କୁ ଗିରଫ କରିଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ ପାଇଁ ସୁଯୋଗ ଦେବେ ବୋଲି ଜେ.ଡି.ରାଉତ ତାଙ୍କୁ ପ୍ରଲୋଭନ ଦେଖାଇଥିଲେ। ଏମିତିକି ତାଙ୍କର ସହିଦନଗରରେ ଏକ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ ରହିଛି ବୋଲି ଜେ.ଡି. କହିଥିଲେ। କେବଳ ସେତିକି ନୁହେଁ, ସେ ବାଧ୍ୟ କରି ଯୁବତୀଙ୍କ ଅଶ୍ଲୀଳ ଫଟୋ ଉଠାଇଥିଲେ। ତେବେ ଦିନକୁ ଦିନ ମାନସିକ ନିର୍ଯାତନା ଅସହ୍ୟ ହୋଇ ପଡ଼ିବାରୁ ବାଧ୍ୟ ହୋଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story