ଗଛରେ ବାନ୍ଧି ଛେଚିଲେ

<p>ବାଲେଶ୍ୱର: ଅଶାଳୀନ ବ୍ୟବହାର ଅଭିଯୋଗ ପରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଡାହିସାହି ଗାଁରେ।</p> <p>ଅଭିଯୋଗ ଅନୁସାରେ ଗତକାଲି ରାତିରେ ବାପୁନୁ ସିଂହ ନାମକ ଜଣେ ଯୁବକ&nbsp; ଧୁଡ଼ୁକ ମାଝୀ ଓ ଅଜିତ୍&zwnj; ଗୋଚ୍ଛାୟତଙ୍କ ଘରେ ପଶି ଅଶାଳୀନ ବ୍ୟବହାର କରିଥିଲା। ପରିବାର ଲୋକେ ଏବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଗାଁ ଲୋକେ ଯୁବକଙ୍କୁ&nbsp; ଗତକାଲି ରାତିରୁ ଆଜି ସକାଳେ ପର୍ଯ୍ୟନ୍ତ ଗଛରେ ବାନ୍ଧି ଦେଇଥିଲେ। ଏହାସହିତ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। &nbsp;ଏହି ଘଟଣାର ପୋଲିସ ତଦନ୍ତ ପାଇଁ ଦାବି ହୋଇଛି।</p>

Ordigital Desk
  • Published: Tuesday, 19 December 2017
  • Updated: 19 December 2017, 12:56 PM IST

Sports

Latest News

<p>ବାଲେଶ୍ୱର: ଅଶାଳୀନ ବ୍ୟବହାର ଅଭିଯୋଗ ପରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଡାହିସାହି ଗାଁରେ।</p><p>ଅଭିଯୋଗ ଅନୁସାରେ ଗତକାଲି ରାତିରେ ବାପୁନୁ ସିଂହ ନାମକ ଜଣେ ଯୁବକ&nbsp; ଧୁଡ଼ୁକ ମାଝୀ ଓ ଅଜିତ୍&zwnj; ଗୋଚ୍ଛାୟତଙ୍କ ଘରେ ପଶି ଅଶାଳୀନ ବ୍ୟବହାର କରିଥିଲା। ପରିବାର ଲୋକେ ଏବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଗାଁ ଲୋକେ ଯୁବକଙ୍କୁ&nbsp; ଗତକାଲି ରାତିରୁ ଆଜି ସକାଳେ ପର୍ଯ୍ୟନ୍ତ ଗଛରେ ବାନ୍ଧି ଦେଇଥିଲେ। ଏହାସହିତ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। &nbsp;ଏହି ଘଟଣାର ପୋଲିସ ତଦନ୍ତ ପାଇଁ ଦାବି ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos