ସରିଲାନି ବାଟ, ଅଧା ରାସ୍ତାରେ ଟଳିପଡ଼ିଲେ ବୃଦ୍ଧ

ଜଳେଶ୍ୱର (ଅଜିତ ଦାସ): ସରିଲାନି ରାସ୍ତା। ଘର ଅନେକ ଦୂର। କେତେ ଚାଲିବେ। ଅଖିଆ ପିଆ ଭାରାକ୍ରାନ୍ତ ସାଂସାର ବୋଝ ମୁଣ୍ଡାଇ ଚାଲି ଚାଲି ଘରକୁ ଫେରୁଥିବା ବେଳେ ପଡ଼ିଗଲେ। ଉଠିବାକୁ ବଳ ପାଇଲା ନାହିଁ। ଚାଇଁ ଚାଇଁ ଖରା ମାରୁଥିବାରୁ ପାଣି ପିଇବା ପୂର୍ବରୁ ଅଧା ରାସ୍ତାରେ ଟଳି ପଡ଼ିଲେ ୫୫ ବର୍ଷୀୟ ବୃଦ୍ଧ। ନା ପାଖରେ ନାଥିଲା ସାଂସଦ, ନା ସମ୍ପର୍କୀୟ। ସେମାନଙ୍କଠାରୁ ବହୁ ଦୂରରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଆଜି ଏମିତି ଏକ […]

lockdown_BBSR-750x430

lockdown_BBSR-750x430

Tapaswini Nayak
  • Published: Friday, 15 May 2020
  • Updated: 15 May 2020, 04:59 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ସରିଲାନି ରାସ୍ତା। ଘର ଅନେକ ଦୂର। କେତେ ଚାଲିବେ। ଅଖିଆ ପିଆ ଭାରାକ୍ରାନ୍ତ ସାଂସାର ବୋଝ ମୁଣ୍ଡାଇ ଚାଲି ଚାଲି ଘରକୁ ଫେରୁଥିବା ବେଳେ ପଡ଼ିଗଲେ। ଉଠିବାକୁ ବଳ ପାଇଲା ନାହିଁ। ଚାଇଁ ଚାଇଁ ଖରା ମାରୁଥିବାରୁ ପାଣି ପିଇବା ପୂର୍ବରୁ ଅଧା ରାସ୍ତାରେ ଟଳି ପଡ଼ିଲେ ୫୫ ବର୍ଷୀୟ ବୃଦ୍ଧ। ନା ପାଖରେ ନାଥିଲା ସାଂସଦ, ନା ସମ୍ପର୍କୀୟ। ସେମାନଙ୍କଠାରୁ ବହୁ ଦୂରରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଆଜି ଏମିତି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଗେଟ୍ ପାଖରେ ଘଟିଛି।

ପୁରୀ ଜିଲ୍ଲା କାକଟପୁର ଟିକରପଡ଼ା ଗାଁର ଧବେଇ ମହାନ୍ତି। ଓଡ଼ିଶାରେ କାମ ନମିଳିବାରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ କାମ କରିବାକୁ ଯାଇଥିଲେ। କଲିକତାରେ କାମ କରୁଥିଲେ। ଅସମୟରେ ମାଡ଼ି ଆସିଲା ମହାମାରୀ ‘କରୋନା’। ଦିନକୁ ଦିନ ସ୍ଥିତି ଦେଖି ଭାରତ ସରକାର ଲକ୍‌ଡାଉନ୍ ଘୋଷଣା କଲେ। ସବୁ କମ୍ପାନୀ ବନ୍ଦ ହୋଇଗଲା। ଯେଉଁଥିପାଇଁ କାମ ହରାଇଲେ ଧବେଇ। ଯାହା ସଞ୍ଚି ରଖିଥିଲେ, ସେଥିରେ କିଛି ଦିନ ଦୁଃଖକଷ୍ଟରେ ଚଳିଲେ। ସଞ୍ଚିତ ଅର୍ଥ ସରିବା ପରେ ଖାଇବାକୁ ପାଇଲେ ନାହିଁ। ପଶ୍ଚିମବଙ୍ଗ ସରକାରଙ୍କଠାରୁ କିଛି ସାହାଯ୍ୟ ପାଇଲେ ନାହିଁ।

ଭୋକ ଉପବାସରେ କିଛି ଦିନ ରହିବା ଧବେଇ ଚାଲି ଚାଲି ଘରକୁ ଫେରୁଥିଲେ। ଲକ୍ଷ୍ମଣନାଥ ଟୋଲ୍‌ ଗେଟ୍‌ ପାଖରେ ସେ ପଡ଼ିଗଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ପାଣି ପିଇବାକୁ ଦେଇଥିଲେ। ମାତ୍ର ସେ ପାଣିବାକୁ ସକ୍ଷମ ନଥିଲେ। ଖବର ପାଇଁ ସେଠାରେ ପୁଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story