ରସୁଲଗଡ଼ ଛକରେ ବନ୍ଧୁକ ଧରି ଯୁବକଙ୍କ ଆତଙ୍କରାଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଚ୍ ରାସ୍ତାରେ ଦାଦାଗିରି। ସାମାନ୍ୟ ଯୁକ୍ତି ତର୍କ ପରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ବନ୍ଧୁକ ଦେଖାଇଲେ। ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଘଟିଛି ଏପରି କିଛି ଘଟଣା। ବନ୍ଧୁକ ଦେଖାଇଥିବା ଯୁବକ ଜଣକ ହେଉଛନ୍ତି ଅରବିନ୍ଦ ମିତ୍ର। ମଞ୍ଚେଶ୍ୱର ପୁଲିସ ଅରବିନ୍ଦଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ରସୁଲଗଡ଼ ଛକରେ ସାମ୍ନାରୁ ଗାଡ଼ି ହଟାଇବାକୁ ଜଣେ ଯୁବକଙ୍କୁ କହିଥିଲେ ଅରବିନ୍ଦ। ତେବେ ଏନେଇ ଯୁକ୍ତିତର୍କ ହେବା ପରେ ରାଗି ଯାଇ ଅରବିନ୍ଦ ବନ୍ଧୁକ ଦେଖାଇଥିଲେ। […]

k-97

k-97

Tapas Behera
  • Published: Saturday, 17 August 2019
  • Updated: 17 August 2019, 03:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଚ୍ ରାସ୍ତାରେ ଦାଦାଗିରି। ସାମାନ୍ୟ ଯୁକ୍ତି ତର୍କ ପରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ବନ୍ଧୁକ ଦେଖାଇଲେ। ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଘଟିଛି ଏପରି କିଛି ଘଟଣା। ବନ୍ଧୁକ ଦେଖାଇଥିବା ଯୁବକ ଜଣକ ହେଉଛନ୍ତି ଅରବିନ୍ଦ ମିତ୍ର। ମଞ୍ଚେଶ୍ୱର ପୁଲିସ ଅରବିନ୍ଦଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ରସୁଲଗଡ଼ ଛକରେ ସାମ୍ନାରୁ ଗାଡ଼ି ହଟାଇବାକୁ ଜଣେ ଯୁବକଙ୍କୁ କହିଥିଲେ ଅରବିନ୍ଦ। ତେବେ ଏନେଇ ଯୁକ୍ତିତର୍କ ହେବା ପରେ ରାଗି ଯାଇ ଅରବିନ୍ଦ ବନ୍ଧୁକ ଦେଖାଇଥିଲେ। ବେଶ କିଛି ସମୟ ପାଇଁ ରସୁଲଗଡ଼ ଛକରେ ସୃଷ୍ଟି ହୋଇଥିଲା ଆତଙ୍କରାଜ୍। ଏହାପରେ ଅଭିଯୁକ୍ତ ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ମଞ୍ଚେଶ୍ୱର ପୁଲିସ ହେପାଜତରେ ଦେଇଛନ୍ତି। ଘଟଣା ପରେ ପୁଲିସ  ଖୋଳତାଡ଼ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story