ବନ୍ଧାହେଲେ ନକଲି ଆଇଏଏସ୍‌ ଅଫିସର, ଧରାଇଦେଲେ ପ୍ରଫେସରଙ୍କ ଝିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ବନ୍ଧା ହୋଇଛନ୍ତି ସାଲିଆସାହିର ନକଲି ଆଇଏଏସ୍‌ ଅଫିସର। ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି। ସାଲିଆସାହିର ବିରଞ୍ଚି ନାରାୟଣ ନାଥ ନାମକ ଜଣେ ବିବାହିତ ଯୁବକ ନିଜକୁ ପ୍ରଥମେ ଏମ୍‌ସର ଡାକ୍ତର ଓ ପରେ ଆଇଏଏସ୍‌ ଅଫିସର କହି ମ୍ୟାଟ୍ରିମୋନୀ ସାଇଟରେ ଏକ ଫେକ୍ ପ୍ରୋଫାଇଲ୍‌ ତିଆରି କରି ଜଣେ ପ୍ରଫେସରଙ୍କ ଝିଅଙ୍କୁ ବାହା ହେବା ପାଇଁ ଆଖେଇ ଥିଲେ। କିନ୍ତୁ ପ୍ରଫେସରଙ୍କ ଝିଅ ବିରଞ୍ଚିଙ୍କ ଚାଲାକି ଜାଣିପାରି ତାଙ୍କୁ କମିଶନରେଟ୍‌ […]

froud

froud

Manoranjan Sial
  • Published: Monday, 19 August 2019
  • Updated: 19 August 2019, 04:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ବନ୍ଧା ହୋଇଛନ୍ତି ସାଲିଆସାହିର ନକଲି ଆଇଏଏସ୍‌ ଅଫିସର। ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି। ସାଲିଆସାହିର ବିରଞ୍ଚି ନାରାୟଣ ନାଥ ନାମକ ଜଣେ ବିବାହିତ ଯୁବକ ନିଜକୁ ପ୍ରଥମେ ଏମ୍‌ସର ଡାକ୍ତର ଓ ପରେ ଆଇଏଏସ୍‌ ଅଫିସର କହି ମ୍ୟାଟ୍ରିମୋନୀ ସାଇଟରେ ଏକ ଫେକ୍ ପ୍ରୋଫାଇଲ୍‌ ତିଆରି କରି ଜଣେ ପ୍ରଫେସରଙ୍କ ଝିଅଙ୍କୁ ବାହା ହେବା ପାଇଁ ଆଖେଇ ଥିଲେ। କିନ୍ତୁ ପ୍ରଫେସରଙ୍କ ଝିଅ ବିରଞ୍ଚିଙ୍କ ଚାଲାକି ଜାଣିପାରି ତାଙ୍କୁ କମିଶନରେଟ୍‌ ପୁଲିସ ହାତରେ ଧରାଇ ଦେଇଛନ୍ତି।

ପୂରା ଘଟଣା ଏମିତି। ଭୁବନେଶ୍ୱର ନୟାପଲ୍ଲୀ ସାଲିଆ ସାହିର ବିରଞ୍ଚି ଏମ୍‌ସ ଡାକ୍ତର ଅଛନ୍ତି କହି ମ୍ୟାଟ୍ରିମୋନୀ ସାଇଟ୍‌ରେ ନିଜର ଫେକ୍ ପ୍ରୋଫାଇଲ୍‌ ତିଆରି କରିଥିଲେ। ଯାହାକୁ ଦେଖି ବାଲେଶ୍ୱର ଜିଲ୍ଲାର ଜଣେ ପ୍ରଫେସର ତାଙ୍କ ଝିଅ ପାଇଁ ବାହାଘର ପ୍ରସ୍ତାବ ଦେଇଥିଲେ। ପଚରାଉଚରା ପରେ ବିରଞ୍ଚି ଡାକ୍ତର ନୁହଁନ୍ତି ବୋଲି ପ୍ରଫେସର ଜାଣିବାକୁ ପାଇଥିଲେ।

ଏହା ପରେ ବିରଞ୍ଚି ନିଜର ପ୍ରୋଫାଇଲ୍‌ ବଦଳାଇ ଦେଇଥିଲେ। ଏଥର ନିଜକୁ ଜଣେ ଆଇଏଏସ୍‌ ଅଫିସର ବୋଲି ପରିଚୟ ଦେଇ ସେହି ଏକା ମ୍ୟାଟ୍ରିମୋନୀ ସାଇଟ୍‌ରେ ନିଜର ଏକ ନୂଆ ପ୍ରୋଫାଇଲ୍‌ ତିଆରି କରିଥିଲେ ଏବଂ ପୁଣିଥରେ ସେ ସଂପୃକ୍ତ ପ୍ରଫେସରଙ୍କ ଝିଅ ସହ ଯୋଗାଯୋଗ କରିଥିଲେ। ଯୁବତୀ ଜଣକ ବିରଞ୍ଚିର ଚାଲାକି ଧରିପାରିଥିଲେ। ଏ ସମ୍ପର୍କରେ ସେ ପ୍ରଥମେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଯୋଜନା ମୁତାବକ ପରିବାର ଲୋକେ ଯୁବକଙ୍କୁ ଭୁବନେଶ୍ୱରର ଏକ ଦାମୀ ହୋଟେଲକୁ କଥାବାର୍ତ୍ତା ହେବା ପାଇଁ ଡାକିଥିଲେ। ବିରଞ୍ଚି ହୋଟେଲ୍‌ରେ ପହଞ୍ଚିବା କ୍ଷଣି ପରିବାର ଲୋକେ ତାଙ୍କୁ ଧରି ପୁଲିସରେ ଜିମା ଦେଇଥିଲେ।

ଅଭିଯୁକ୍ତ ବିରଞ୍ଚି କେବଳ ଜଣେ ନୁହେଁ, ଏକାଧିକ ଝିଅଙ୍କ ସହ ହ୍ୱାଟ୍ସଆପ୍‌ ଓ ଫୋନ୍‌ରେ ଏଭଳି ଯୋଗାଯୋଗ କରି ସେମାନଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକ ଜଣଙ୍କ ବିବାହିତ ଓ ତାଙ୍କ ଦୁଇଟି ସନ୍ତାନ ମଧ୍ୟ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story